କୋଟାରେ ଜୀବନ ହାରିଲେ ଏମବିବିଏସ ଛାତ୍ର
କୋଟା: କୋଟା ମେଡିକାଲ କଲେଜର ଜଣେ ଏମବିବିଏସ ଛାତ୍ର ତାଙ୍କ ହଷ୍ଟେଲ ରୁମରେ ଜୀବନ ହାରି ଦେଇଛନ୍ତି। ପୋଲିସ ଛାତ୍ରଙ୍କ କୋଠରୀରୁ ଏକ ସୁଇସାଇଡ୍ ନୋଟ ମଧ୍ଯ ପାଇଛି।
ଯେଉଁଥିରେ ସେ ତାଙ୍କ ପିତାମାତାଙ୍କ ସ୍ୱପ୍ନ ପୂରଣ କରିପାରିବେ ନାହିଁ। ସେଥିପାଇଁ ସେମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା…