Latest Odisha News

BREAKING NEWS

ଶଗଡ଼ ଗାଡ଼ିରେ କନ୍ୟା ବିଦାୟ, ଯୌତୁକରେ ୧୧ ହଜାର ଗଛ

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢି ଧୁମଧାମ୍ ତଥା ସେଲିବ୍ରିଟି ଏବଂ ସିନେମା ଭଳି ବିବାହ କରୁଛନ୍ତି। ସତେ ଯେପରି ଏହା ଏକ ଟ୍ରେଣ୍ଡ ପାଲଟିଛି। ବିବାହ ଉତ୍ସବକୁ ଭବ୍ୟ କରିବା ପାଇଁ ଲୋକମାନେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। ବିବାହକୁ ସ୍ମରଣୀୟ କରିବା ପାଇଁ, ବରମାନେ ନିଜ କନ୍ୟାକୁ…

ବିଜେଡିକୁ କଡା ଉତ୍ତର ଦେଲେ ମନ୍ତ୍ରୀ: କହିଲେ, ‘ବିଜେଡିର ସମ୍ପତ୍ତି ନଥିଲେ ବିଜୁ ବାବୁ’

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସକୁ ନେଇ ବିଜେଡି ଲଗାତାର ସରକାରଙ୍କୁ ଆଜି ଟାର୍ଗେଟ କରିଥିବା ବେଳେ ଏହାର କଡା ଜବାବ ରଖିଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରୁଥିବା ଲାଞ୍ଛନାକୁ ନେଇ ମନ୍ତ୍ରୀ କହିଛନ୍ତି, ବିଜୁ ବାବୁ ଓଡିଶାର ବରପୁତ୍ର…

ଏହି ଭାରତୀୟ ଫିଲ୍ମଗୁଡ଼ିକ ପାଇଛନ୍ତି ଓସ୍କାର ଆଓ୍ବାର୍ଡ, ୧୯୮୩ ମସିହାରେ ମିଳିଥିଲା ପ୍ରଥମ ଓସ୍କାର

ମୁମ୍ବାଇ: ଭାରତର ଫିଲ୍ମ ଇଣ୍ଡଷ୍ଟ୍ରି ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ନାମ ସୃଷ୍ଟି କରିଛି । ଓସ୍କାର ଭଳି ବଡ଼ ପୁରସ୍କାର ମାଧ୍ୟମରେ, ଭାରତୀୟ ଫିଲ୍ମଗୁଡ଼ିକ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜୀବନ୍ତ କାହାଣୀ ଉପରେ…

ହୋଲି ବେଳେ ଏପରି ରଖନ୍ତୁ ମୋବାଇଲକୁ ସୁରକ୍ଷିତ…

ଭୁବନେଶ୍ଵର: ପାଖେଇ ଆସିଲାଣି ରଙ୍ଗର ପର୍ବ ହୋଲି । ବର୍ତ୍ତମାନ ସମୟରେ ମୋବାଇଲ ଫୋନ ପାଖରେ ରଖିବା ନିହାତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ହୋଲି ଖେଳିବା ସମୟରେ ଯଦି ସ୍ମାର୍ଟଫୋନ୍ ଆପଣଙ୍କ ପକେଟରେ ଥାଏ, ତେବେ ଏଥିରେ ରଙ୍ଗ, ପାଣି ଇତ୍ୟାଦି ପଡ଼ିବାର ଆଶଙ୍କା ଥାଏ । ଏପରି ପରିସ୍ଥିତିରେ ଫୋନକୁ…

ସ୍କୁଲରେ ବ୍ୟାନ ହୋଇପାରିବନି ମୋବାଇଲ ଫୋନ୍: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସ୍କୁଲରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ମାର୍ଟଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇବା ଅନାବଶ୍ୟକ ଏବଂ ଅବାସ୍ତବ ବୋଲି ଦିଲ୍ଲୀ ହାଇକୋର୍ଟ ପ୍ରକାଶ କରିଛନ୍ତି। ଏକ ଶୁଣାଣି ବେଳେ ଜଷ୍ଟିସ୍ ଅନୁପ ଜୟରାମ ଭାମ୍ବାନୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା ଏବଂ…

‘ପାକିସ୍ତାନୀ’ କିମ୍ବା ‘ମିଆଁ-ତିଆଁ’ କହିବା, ଧାର୍ମିକା ଭାବନାକୁ କୁଠାରଘାତ କରେନାହିଁ…

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିକୁ ପାକିସ୍ତାନୀ କହିବା କିମ୍ବା ମିଆଁ-ତିଆଁ ବୋଲି ସମ୍ବୋଧନ କରିବା ଦ୍ବାରା, ଏହା ଧାର୍ମିକ ଭାବନାକୁ କୁଠାରଘାତ କରେ ନାହିଁ, କି ଏହାକୁ ଏକ ଅପରାଧ ବୋଲି ମଧ୍ୟ ବିବେଚନା କରାଯାଏ ନାହିଁ । ହଁ ଅବଶ୍ୟ, ଏଭଳି କହିବା ଖରାପ । ଆଜି ଏକ ମାମଲାକୁ ନେଇ ଶୁଣାଣି…

ଆସୁଛି ରଙ୍ଗର ପର୍ବ ହୋଲି, ରଙ୍ଗ ଖେଳିବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ

ଭୁବନେଶ୍ଵର: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ହୋଲିରେ ମତୁଆଲା ହେବା ପାଇଁ ଏବେ ସମସ୍ତେ ପ୍ରସ୍ତୁତ। ରାଗ ରୁଷାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳିବାର ମଜା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ଵତନ୍ତ୍ର ହୋଇଥାଏ। ତେବେ ହୋଲି ଖେଳିବା ପରେ ରଙ୍ଗ ନ ଛାଡିଲେ ତାହା ବିରକ୍ତିକର ହୋଇଥାଏ।…

ପାକିସ୍ତାନ ଝିଅକୁ ପ୍ରେମ କଲେ ଭାରତୀୟ ଯବାନ, ଆଉ ତାପରେ…

ନୂଆଦିଲ୍ଲୀ: କିଛିଦିନ ପୂର୍ବେ ଆପଣମାନେ ସୀମା ହାଇଦର ଏବଂ ସଚିନଙ୍କ ଅନନ୍ୟ ସୀମାପାର ପ୍ରେମ କାହାଣୀ କଥା ଶୁଣିଛନ୍ତି। ଏବେ ଏପରି ଆଉ ଏକ ସମାନ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସମଗ୍ର ଜମ୍ମୁ-କାଶ୍ମୀରରେ ଆଉ ଏକ ଏପରି ବିବାହକୁ ନେଇ ଆଲୋଚନା ସୃଷ୍ଟି…

ରୋହିତ ଶର୍ମାଙ୍କ ପରେ ଶମାଙ୍କ ଟାର୍ଗେଟରେ ଏବେ କଙ୍ଗାନା, ଟ୍ବିଟ୍ କରି ଲେଖିଲେ ଏପରି…

ନୂଆଦିଲ୍ଲୀ: କଂଗ୍ରେସ ନେତା ଶମା ମହମ୍ମଦ ଆଜିକାଲି ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ପାଇଁ ଶମାଙ୍କୁ ବହୁତ ସମାଲୋଚନା କରାଯାଉଛି । କଂଗ୍ରେସ ଦଳ ମଧ୍ୟ ଶମାଙ୍କ ବୟାନରୁ ନିଜକୁ ଦୂରେଇ ରଖିଛି । ଏହି…

ଘରେ ପଶିଲେ ଦୁର୍ବୃତ୍ତ, ମଥାରେ ଦେଇଦେଲେ ସିନ୍ଦୁର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦୁର୍ବୃତ୍ତ ଖଜନୀ ଅଞ୍ଚଳରେ ଏକ ଘରେ ପଶି ଜଣେ ଯୁବତୀଙ୍କ ମଥରା ଦେଇଦେଲା ସିନ୍ଦୁର। ଏହାପରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଚେଷ୍ଟା କଲା। ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ…