ଖୁବଶୀଘ୍ର ଓମଫେଡ୍ ବିକିବ ଚକ୍ଲେଟ୍ ଓ ପାଣିବୋତଲ
ଭୁବନେଶ୍ବର: ବଜାରରେ ଖୁବଶୀଘ୍ର ଉପଲବ୍ଧ ହେବ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମଫେଡ୍) ଚକଲେଟ୍ ଓ ପାଣିବୋତଲ । ଏନେଇ ବୁଧବାର ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କୁଲାଙ୍ଗେ ସୂଚନା ଦେଇ କହିଛନ୍ତି…