ବିନୋଦ କାମ୍ବଲୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତି
ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ଥାନେର ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୀର୍ଘ ଦିନ ହେବ କାମ୍ବଲୀ ଅସୁସ୍ଥ ଅଛନ୍ତି । ନିକଟରେ ସେ ୟୁରିନ ଇନଫେକ୍ସନରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଥିବାରୁ ଡାକ୍ତର…