Latest Odisha News

BREAKING NEWS

ଦୁର୍ବଳ ହେଲା ଲଘୁଚାପ: କାଲିଠୁ ଘନ କୁହୁଡି, ୮ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ବର: ଆଜିଠାରୁ କମିବ ବର୍ଷାର ପ୍ରଭାବ । ବଙ୍ଗୋପସାଗରରେ ସୃଷ୍ଟ ସଦୃଶ ଲଘୁଚାପ ସାମାନ୍ୟ ପଶ୍ଚିମ ଦିଗକୁ ଗତିକରି, ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରୁ ଧିରେ ଧିରେ ବର୍ଷାର ପରିମାଣ କମିବ। ଏହା ସହ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଏଥିସହ…

ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ଏଆରଆଇ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

ବୋରିଗୁମ୍ମା: ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଆସିଷ୍ଟାଣ୍ଟ ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହେଉଛି। ବର୍ତ୍ତମାନ ସେ ଆରଆଇ ପୋଷ୍ଟରେ ଇନଚାର୍ଜ ଅଛନ୍ତି।…

ବାଇକରେ ଲିଫଟ୍ ଦେଇ ୧୧ ପୁରୁଷଙ୍କୁ ହତ୍ୟା: ସିରିୟଲ କିଲର ଗିରଫ

ଅମୃତସର: ବାଇକରେ ଲିଫଟ ଦେଇ ପୁରୁଷଙ୍କୁ କରୁଥିଲା ହତ୍ୟା। ୧୮ ମାସରେ ୧୧ଜଣଙ୍କୁ ହତ୍ୟା କରିଥିବା ମାନିଲା ସିରିଏଲ୍ କିଲର୍ । ଖାଲି ଏତିକି ନୁହେଁ। ସିରିଏଲ୍ କିଲିଂର ପୂରା କାହାଣୀ ଶୁଣିଲେ ରୁମ ଟାଙ୍କୁରି ଉଠିବ। ଏହି ଘଟଣାଟି ପଞ୍ଜାବର। ବାଇକରେ ଲିଫ୍ଟ ଦେଇ ପୁରୁଷଙ୍କୁ ହତ୍ୟା କରିବା ପରେ…

ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି କଲରାପତରିଆ ବାଘ ସଂଖ୍ୟା

ଢେଙ୍କାନାଳ: ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜିଛନ୍ତି ଶିକାରୀ। କେତେବେଳେ କରେଣ୍ଟ ତ କେତେବେଳେ ତାର ଜାଲରେ ଫଶୁଛନ୍ତି। ଢେଙ୍କାନାଳ ବନଖଣ୍ଡରେ ଶିକାରୀଙ୍କ ଉତ୍ପାତ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି କଲରାପତରିଆ ସଂଖ୍ୟା। ୨୦୨୧ ମସିହାରେ ଢେଙ୍କାନାଳର…

ଜିରୋ ନାଇଟରେ ପୋଲିସର ଜିରୋ ଟଲରାନ୍ସ: ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର

ଭୁବନେଶ୍ୱର: ଟୁଇନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି। ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ। ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଉତ୍ସାହ ଉଦ୍ଦୀପନା ସହ ଆସୁଛି ନୂଆବର୍ଷ। ଜିରୋ ନାଇଟ ସେଲିବ୍ରେସନ ପାଇଁ ଶେଷ…

ଆଜିଠୁ କମିବ ବର୍ଷା, ପୁଣି ବଢ଼ିବ କୁହୁଡି

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷ । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। କେଉଁଠି ହାଲୁକା ତ କେଉଁଠି ମଧ୍ୟମ ଧରଣର ବର୍ଷା ହେଉଛି। ତେବେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ…

ଖାଦ୍ୟ ପଦାର୍ଥ ସାଇତି ରଖିବାର ସହଜ ଉପାୟ

ଭୁବନେଶ୍ବର: ଖାଦ୍ୟ ପଦାର୍ଥକୁ ବେଶୀ ଦିନ ସାଇତି ରଖିବାକୁ ସମସ୍ତେ ଚାହିଥା’ନ୍ତି । କିନ୍ତୁ ଆମର ଅସାବଧାନତା ଗୁଣ ଯୋଗୁଁ ଅବା ଅଜଣତାରେ ଖାଦ୍ୟ ପଦାର୍ଥକୁ ବେଶୀ ଦିନ ସାଇତି ରଖି ପାରି ନଥାଉ । ଅମ୍ଭେମାନେ ଯଦି ଟିକିଏ ସାବଧନତା ଅବଲମ୍ବନ କରିବା ତେବେ ଖାଇବା ପଦାର୍ଥ ଶୀଘ୍ର ନଷ୍ଟ ହେବ ନାହିଁ…

ଶୀତଦିନେ ପ୍ରତିଦିନ ଦୌଡ଼ିବା ଜରୁରୀ କି? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଯଦି ଆପଣ ଶରୀରର ଚର୍ବିକୁ ଶୀଘ୍ର କମେଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଦୌଡିବା ଅଭ୍ୟାସ କରନ୍ତୁ। ଦୌଡିବା ମଧ୍ୟ ଏକ ବ୍ୟାୟାମ ଯେତିକି ସରଳ ସେତିକି ପ୍ରଭାବଶାଳୀ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଯେତେବେଳେ ଆପଣ ଦୌଡ଼ନ୍ତି, ସମଗ୍ର ଶରୀର ଗତି ହୁଏ। ଆପଣ ପ୍ରତିଦିନ କେତେ…

ଗୋଟିଏ ଯୋଗ ଆସନାର ଅନେକ ଉପକାର: ଶଶାଙ୍କାସନ

ଭୁବନେଶ୍ବର: ଶଶାଙ୍କାସନ ଯୋଗ କରି, ଆମେ ଅନେକ ପ୍ରକାରର ସମସ୍ୟାରୁ ଅନେକ ଆରାମ ପାଇପାରିବା କି? ଆଜ୍ଞା ହଁ, ଶଶାଙ୍କାସନ ନାମକ ରାବିଟ୍ ପୋଜ୍ ବେକ, କାନ୍ଧ ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଓ ଅନେକ ଲାଭ ଶରୀରକୁ ମିଳିଥାଏ | ତେବେ  ଆସନ୍ତୁ ଜାଣିବା ଶଶାଙ୍କାସାନା କିପରି ସଠିକ୍ ଭାବରେ…

‘ରାଷ୍ଟ୍ର ବିରୋଧୀ କେଜ୍ରିୱାଲ, ତାଙ୍କ ସହ ମେଣ୍ଟ କରିବା ମସ୍ତ ବଡ ଭୂଲ’

ନୂଆଦଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ଭଳି ସମସ୍ତ ଦଳ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ କଂଗ୍ରେସ ମଧ୍ୟ ଆପ୍ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି ।…