Latest Odisha News

BREAKING NEWS

ସମସ୍ତଙ୍କୁ ଚମକାଇ ଦେଲେ ବିକ୍ରାନ୍ତ, କହିଦେଲେ ‘୨୦୨୫ ଶେଷ ସାକ୍ଷାତ’…

ମୁମ୍ବାଇ: ‘ଟ୍ବିଏଲଥ୍ ଫେଲ୍’ ସିନେମା ଦ୍ବାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବଲିଉଡ ଅଭିନେତା ବିକ୍ରାନ୍ତ ମାସେ ଏବେ ସମସ୍ତଙ୍କୁ ଚମକାଇ ଦେଲା ଭଳି ବଡ ଘୋଷଣା କରିଛନ୍ତି । ମାତ୍ର ୩୭ ବର୍ଷ ବୟସରେ ସେ ସିନେମା ଜଗତରୁ ଅବସର ନେଉଛନ୍ତି ବୋଲି ଘୋଷଣା କରି ପ୍ରଶଂସକଙ୍କୁ ମର୍ମାହତ…

ଫେଙ୍ଗଲ ପ୍ରଭାବରେ ଭୂସ୍ଖଳନ: ମାଟି ତଳେ ଦୁଇ ପରିବାର

ପୁଦୁଚେରୀ:  ତାମିଲନାଡୁରେ ଏବେ ଜାରି ରହିଛି ବାତ୍ୟା ଫେଙ୍ଗାଲର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ରାତିରେ ତିରୁବନ୍ନାମଲାଇ ଜିଲ୍ଲାରେ ଭୂସ୍ଖଳନ ଭୂସ୍ଖଳନ ଘଟିଛି। ଫଳରେ ପାହାଡର ତଳିଆ ଅଞ୍ଚଳରେ ଥିବା ଘର ଗୁଡିକ ମାଟି ତଳେ ପୋତି…

ଖଣି ଅଧିକାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ

କେନ୍ଦୁଝର: ଖଣି ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ। ରାସ୍ତା ଉପରେ ଖଣି ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ। ବାଲି ମାଫିଆଙ୍କ ଆକ୍ରମଣରେ ଖଣି ବିଭାଗର ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ଆକ୍ରମଣ। ଏହି ଆକ୍ରମଣରେ ଖଣି ଅଧିକାରୀ ଗୁରୁତର ଆହତ ହୋଇଛନ୍ତି।…

ସ୍କୁଲ ବସକୁ ପିଟିଲା ଟ୍ରଲର୍: ୧୦ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ: ସ୍କୁଲ ବସ‌କୁ ଧକ୍କା ଦେଲା ଟ୍ରଲର। ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ। ଜଣେ ଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି। ଧକ୍କା ଦେଇଥିବା ଟ୍ରଲର୍ ଡ୍ରାଇଭର୍ ଫେରାର। ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ନିକଟରେ ଏହି ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ…

ଓଡ଼ିଶାରେ ପହଞ୍ଚିଲା ୟୁପି ଆଳୁ ଟ୍ରକ୍, ଖସିବ କି ଦର ?

କଟକ: କିଛି ଆଳୁ ଟ୍ରକ୍ ୟୁପିରୁ ଆସି ପହଞ୍ଚିଛି। ବଜାରରେ ଆଳୁ ମହରଗ। ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ। କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଆଳୁ ଦର ୪୦ରୁ ଅଧିକ ରହିଛି। ଏମିତିକି କିଛି ଅଞ୍ଚଳରେ ୫୦ରୁ ୬୦ ଉପରେ ରହିଛି ଆଳୁ ଦର। ହେଲେ ଆଳୁ ତ…

ଗୋରୁ ଚାଲାଣ ସମୟରେ ପୋଲିସ ଚଢ଼ାଉ

ଭଦ୍ରକ: ଏବେ ବି ରାଜ୍ୟରେ ବେଧଡକ ଚାଲିଛି ଗୋରୁ ଚାଲାଣ। ଭଦ୍ରକ ଡାହାଣୀ ଗଢ଼ିଆ ଠାରେ ଗୋରୁ ବୋଝେଇ ଗାଡ଼ି ଉପରେ ଚଢାଉ କଲା ପୋଲିସ। ଫଳରେ ଗୋରୁ ବୋଝେଇ ଗାଡ଼ି ଜବତ କଲା ପୋଲିସ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର। ସୂଚନା ଅନୁସାରେ ତିହିଡିରୁ ଗୋରୁ ବୋଝେଇ କରି ଏକ ଗାଡ଼ି ରାତିରେ ଆସୁଥିବା ନେଇ…

୫ରେ ଆଉ ଏକ ଘୂର୍ଣ୍ଣିବଳୟ, ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳରେ ବର୍ଷିବ

ଭୁବନେଶ୍ବର: ତାମିଲନାଡୁ-ପୁଡୁଚେରୀ ଉପକୂଳରେ ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବୋହିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ପୁଡୁଚେରୀରେ ଗତ ରାତିରେ ୪୪…

ଏମକେସିଜିରେ ପୁଣି ଜୁନିୟର ଡାକ୍ତରଙ୍କୁ ରାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ ଖବର ସାମ୍ନାକୁ ଆସିଛି । ଏମକେସିଜିରେ କିଛି ସିନିୟର୍‌ ଛାତ୍ର ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ସେମାନଙ୍କ କାମ ନକଲେ ବିଭିନ୍ନ ପ୍ରକାରର ଧମକ ଦେଉଛନ୍ତି । ଏନେଇ ଏମକେସିଜି…

ମୁଖ୍ୟମନ୍ତ୍ରୀକୁ ନେଇ କାହିଁକି ମହାୟୁତୀରେ ହୋଇପାରୁନି ସହମତି? ପରସ୍ପର ବିରୋଧରେ ଚାଲିଛି ବୟାନ ବାଜି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ମହାୟୁତୀର ବିପୁଳ ବିଜୟ ପରେ ମଧ୍ୟ ସରକାର ଗଠନ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ଏହାରି ମଧ୍ୟରେ ରବିବାର ମିଳିତ ମଞ୍ଚ ସହ ମତଭେଦ ସ୍ୱର ଉଠିଛି । ଏହି ମହାସଂଘରେ ଭାରତୀୟ ଜନତା ପାର୍ଟି (ବିଜେପି), ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ…

ଟାଇମ୍‍ପାସ୍‍ ପୁସ୍ତକପର୍ବ; ‘ବହିବର୍ଷା-୨’ରେ ଲୋକାର୍ପିତ ହେଲା ୨୪ ପୁସ୍ତକ

ଭୁବନେଶ୍ୱର: ବାହାରେ ମେଘୁଆ ପାଗ। ଶୀତୁଆ ପବନରେ ଅଳ୍ପଅଳ୍ପ ଶିହରଣ ସୃଷ୍ଟି ହେଉଥିଲା ଦେହରେ। ଆଉ ଏମିତି ଏକ ଅଳସୀ ରବିବାରିଆ ସକାଳେ ଓଡ଼ିଶାର ବିଭିନ୍ନ କୋଣରୁ ଆସି ବୁଦ୍ଧମନ୍ଦିର ପରିସରରେ ଏକାଠି ହୋଇଥିଲେ ନବୀନ-ପ୍ରବୀଣ-ବରିଷ୍ଠ ଶତାଧିକ ଲେଖକ ଲେଖିକା। ଆୟୋଜିତ ହୋଇଥିଲା ‘ଟାଇମ୍‍ପାସ୍‍…