କଂଗ୍ରେସରେ ଉପରୁ ତଳ ଯାଏ ପରିବର୍ତ୍ତନ ଜରୁରୀ: ମଲ୍ଲିକାର୍ଜୁନ ଖଡଗେ
ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ ହୋଇଛି। ନିର୍ବାଚନ ଫଳାଫଳକୁ ନେଇ ନିରାଶ ହେବା ଉଚିତ୍ ନୁହେଁ। ବରଂ ଦଳକୁ ମଜବୁତ କରିବା ପାଇଁ ଉପରୁ ତଳ ପର୍ଯ୍ୟନ୍ତ ପରିବର୍ତ୍ତନ ଆବଶ୍ୟକ ବୋଲି କଂଗ୍ରେସ…