Latest Odisha News

BREAKING NEWS

ଶିଶୁ ଯତ୍ନ ଅନୁଷ୍ଠାନରେ ପୃଷ୍ଠପୋଷକ ହେବେ ବିଧାୟକ ଏବଂ ମନ୍ତ୍ରୀ!

ଭୁବନେଶ୍ୱର: ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କର ଭାଗ୍ୟରେ ହେବ ପରିବର୍ତ୍ତନ। ପୃଷ୍ଠପୋଷକ ଭାବେ ଆଗକୁ ଆସିବେ ବିଧାୟକ ଏବଂ ମନ୍ତ୍ରୀ। ଏ  ରାଜ୍ୟ ସରକାର ଦିଗରେ ପ୍ରୟାସ କରିବେ ବୋଲି ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଅଳ୍ପ ସଂଖ୍ୟକ ପିଲାଙ୍କ ପୃଷ୍ଠପୋଷକତା…

୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼ : ଲକ୍ଷେ ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ପ୍ରିନ୍ସିପାଲ୍। ଦରମା ରିଲିଜ୍ କରାଇବା ଉଦ୍ଦେଶ୍ୟରେ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ…

ରୋହିତଙ୍କୁ ନେଇ ଅଡୁଆରେ ଟିମ ଇଣ୍ଡିଆ

ଆଡିଲେଡ: ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଟିମ କମ୍ବିନେଶନ ଓ ଯଶପ୍ରୀତ ବୁମରାହଙ୍କ ଅଧିନାୟକ ଦକ୍ଷତାକୁ ଭୂୟସୀ ପ୍ରଶଂସା କରାଯାଇଛି । ଏବେ ରୋହିତ ଆଡିଲେଡ ଟେଷ୍ଟ ପୂର୍ବରୁ…

ବୁର୍ଲା ଭୀମସାରରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଭୀମସାର)ରୁ ନବଜାତ ଶିଶୁପୁତ୍ର ଚୋରି ନେଇ ଅଭିଯୋଗ। ଏନେଇ ଅଭିଯୋଗ କରିଛନ୍ତି ଛତିଶଗଡ଼ର ଦମ୍ପତି। ଅଭିଯୋଗ ଅନୁସାରେ ମେଡିକାଲରେ ଜଣେ ଅଜଣା ମହିଳା ସେମାନଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ସେ ନବଜାତକୁ…

ଆଇଏଏସ୍‌ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ୨୭ରୁ ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ

ଭୁବନେଶ୍ବର: ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା ଦେଇଛନ୍ତି ସରକାର । ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିବା ସୁଜାତା ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ ବୃଦ୍ଧି ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି। ଏହାସହିତ ଆସନ୍ତାକାଲି…

ଆରସିବିର ନେତୃତ୍ୱ କିଏ ନେବ

ବେଙ୍ଗାଲୁର: ଆଇପିଏଲ ୨୦୨୫ର ମେଗା ନିଲାମ ଶେଷ ହୋଇଯାଇଛି । ଷ୍ଟାର ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ଆରସିବି ଏଥର ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ତେବେ ଦଳ କାହାକୁ ଅଧିନାୟକ କରିବ ତାହା ସ୍ପଷ୍ଟ ହୋଇନି । ଦଳ ଏଥର ୨୨ ଖେଳାଳିଙ୍କୁ ଦଳରେ ନେଇଛି । ବିରାଟ…

ଖୁବଶୀଘ୍ର ବିବାହ କରିବେ ନାଗାର୍ଜୁନଙ୍କ ପୁଅ ଅଖିଲ, ସରିଲା ନିର୍ବନ୍ଧ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ତଥା ନାଗା ଚୈତନ୍ୟଙ୍କ ଭାଇ ଅଖିଲ ଅକ୍କିନେନି ନିର୍ବନ୍ଧ କରିଛନ୍ତି। ଅଭିନେତା ନାଗାର୍ଜୁନ ବୋହୂ ଜୈନାବଙ୍କୁ ପରିବାରରେ ସ୍ୱାଗତ କରି ନିର୍ବନ୍ଧର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ଏହାର କିଛି ମାସ ପୂର୍ବରୁ ନାଗା ଚୈତନ୍ୟ…

୨୭ କୋଟିରୁ ରିଷଭ ପନ୍ତଙ୍କୁ ମିଳିବ କେତେ ଟଙ୍କା?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ୍ ପାଇଁ ଫ୍ରାଞ୍ଚାଇଜ୍ ଦଳମାନେ ନିଲାମରେ ଖେଳାଳିଙ୍କ ଉପରେ ମନଖୋଲା ଖର୍ଚ୍ଚ କରୁଛନ୍ତି। ଏହାରି ମଧ୍ଯରେ ଆଇପିଏଲର ଇତିହାସରେ ରିଷଭ ପନ୍ତଙ୍କୁ ସବୁଠାରୁ ଦାମୀ ଖେଳାଳି ଭାବେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଛନ୍ତି।…

ଇତିହାସ ପାଲଟିବ କୋଲକାତାର ହଳଦିଆ ଟ୍ୟାକ୍ସି

କୋଲକାତା: କୋଲକାତା ସହର କଥା ଆସିଲା ମାନେ ହିଁ ହାୱାଡା ବ୍ରିଜ୍, ଇଡେନ୍ ଗାର୍ଡେନ ଓ ହଳଦିଆ ଟ୍ୟାକ୍ସି ମନେ ପଡିଯାଏ। ହେଲେ ବର୍ତ୍ତମାନ ସହରର ରାସ୍ତାରୁ ଏହି ଟ୍ୟାକ୍ସିକୁ ହଟାଇ ଦିଆଯିବ। ବର୍ତ୍ତମାନ କୋଲକାତା ସହରରେ ପ୍ରାୟ ୭୦୦୦ ଟ୍ୟାକ୍ସି ଚାଲୁଛି। ତେବେ ଏଥିମଧ୍ୟରୁ ୪୫୦୦ ଟ୍ୟାକ୍ସି…

ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ ୨୨ ମୃତ

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଲଗାତାର କିଛି ବର୍ଷ ହେବ କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି । ଫଳରେ କୁମ୍ଭୀର ଆକ୍ରମଣରେ ଅନେକ ଜୀବନ ହାନି ହୋଇଥିବା ଖବର ସାମ୍ନାକୁ ଆସୁଛି । ଏନେଇ ଆଜି ବିଧାନସଭାରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ପରିବେଶ…