ନୂଆ ୱେବସାଇଟ୍- 2.0 ଲଞ୍ଚ୍ କଲା ଓରେରା
ଭୁବନେଶ୍ୱର : ଆରମ୍ଭ ହୋଇଛି ଓରେରା 2.0 ୱେବସାଇଟ୍ । ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି (ORERA) ଦ୍ୱାରା ଆଜି ଏକ ନୂତନ ୱେବସାଇଟ୍ (https://rera.odisha.gov.in) ଓରେରା ସଂସ୍କରଣ 2.0 ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ଆୟୋଜିତ ସମାରୋହରେ ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ…