Latest Odisha News

BREAKING NEWS

ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ…

ଜଗଦ୍ଦେବଙ୍କୁ ନେଇ ଜୋରଦାର ରାଜନୀତି, ଏସପି କହିଲେ ହେବ ସିସିଟିଭି ଚେକିଂ

ଭୁବନେଶ୍ୱର: ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଏହାକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇଛି। ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ଷଡଯନ୍ତ୍ର ବୋଲି ଦର୍ଶାଇ ସୋମବାର ବିଜେପି ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା…

ବୈଜ୍ଞାନିକଙ୍କ ସଫଳ ପରୀକ୍ଷଣ: ଏଥର ନିର୍ଦ୍ଧାରଣ କରାଯାଇ ପାରିବ କି ଜୀବର ଲିଙ୍ଗ

ନୂଆଦିଲ୍ଲୀ: ୟୁନିଭରସିଟି ଅଫ ଗ୍ରେନେଡାର କେତେକ ଜେନେଟିକ୍ସ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ପରୀକ୍ଷଣ କରିଛନ୍ତି । ସେମାନେ ଏକ ମୂଷାର ଲିଙ୍ଗ ବଦଳାଇବାରେ ସଫଳ ହୋଇଛନ୍ତି । ୱାଇ କ୍ରୋମଜୋମରେ କିଛି ଛୋଟ ଛୋଟ କଣିକାକୁ ହଟେଇ ସେମାନେ ଏହି ଲିଙ୍ଗ ପରିବର୍ତନ କରାଇ ପାରିଛନ୍ତି । ଏହି ଛୋଟ ଛୋଟ…

ଲଗାଣ ବର୍ଷାରେ ଉବୁଟୁବୁ କେରଳ, ଗଲାଣି ୧୧ ଜୀବନ

ତିରୁଅନନ୍ତପୁରମ: ଆଣ୍ଡାମାନ ନିକୋବର ଛୁଇଁଛି ମୌସୁମୀ । ସେପଟେ କିନ୍ତୁ କେରଳରେ ପ୍ରଳୟ ରଚିଲାଣି ପ୍ରାକ-ମୌସୁମୀ ବର୍ଷା । ଗତ ଏକ ସପ୍ତାହ ଧରି କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଜଳପ୍ରଳୟରେ ଏଯାବତ୍ ୧୧ ଜଣ ପ୍ରାଣ ହରାଇଲେଣି । ଏବେ କିନ୍ତୁ ବର୍ଷାରୁ ନିସ୍ତାର ନାହିଁ ବୋଲି କହିଛି…

ବିଜେଡି ଲୋଗୋ ଥିବା କାରରୁ ୮୪ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଗଞ୍ଜେଇ ବୋଝେଇ କାର୍‌ରେ ଲାଗିଛି ବିଜେଡି ଲୋଗୋ। ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଏହି କାରରୁ ୮୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍‌କୁ ଧରିଥିଲା। ଗଞ୍ଜେଇ ଜବତ ହେବା ପରେ…

ମାଟ୍ରିକ ପରିକ୍ଷାରେ କମ୍ ମାର୍କ ଆସିବାରୁ ବିଷ ଖାଇଲେ ଛାତ୍ର

ମୟୁରଭଞ୍ଜ: ବାହାରିଛି ଚଳିତ ବର୍ଷର ମାଟ୍ରିକ ପରିକ୍ଷା ଫଳ । ଚଳିତ ବର୍ଷ ୯୬.୦୭% ରହିଛି ପାସ୍ ହାର । ଗୋଟେପଟେ ଭଲ ମାର୍କ ରଖିଥିବାରୁ ଛାତ୍ରଛାତ୍ରୀ ମାନେ ଖୁସି ଥିବା ବେଳେ ସେପଟେ ବାଲେଶ୍ଵରରୁ ଆସିଛି ଦୁଃଖଦ ଖବର । ମାଟ୍ରିକ୍ ପରୀକ୍ଷାରେ କମ୍ ନମ୍ଵର ଆସିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି…

ବିଜେପି ଫୋକସରେ ଓଡିଶା, ଘନ ଘନ ଚାଲିଛି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ

ଭୁବନେଶ୍ଵର: ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ ହୋଇଛି ବଡ଼ ପ୍ଲାନ୍ । ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରର ନେତା ମନ୍ତ୍ରୀ ମାନେ । ଏହାରିଭିତରେ ପୁଣି ଥରେ ୨…

ପ୍ରକାଶ ପାଇଲା ଯୁକ୍ତ-୨ ରେଜଲ୍ଟ, କଳା, ବିଜ୍ଞାନ, ବାଣିଜ୍ୟ ସବୁଥିରେ ଆଗୁଆ ଝିଅ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । www.orissaresult.nic.in ରେ ପ୍ରକାଶ ପାଇଲା ରେଜଲ୍ଟ । ଏନେଇ ଫଳ ପ୍ରକାଶ କଲା ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ତେବେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଗୋଟିଏ ଦିନରେ ହିଁ ପ୍ରକାଶ…

‘ରେମାଲ’ ପ୍ରଭାବରେ ଭିଜିବ ଓଡିଶାର ୫ ଜିଲ୍ଲା, ବାତିଲ୍ ହେଲା ୬ଟି ଟ୍ରେନ୍

ଭୁବନେଶ୍ବର:  ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’ । ଆହୁରି ତ୍ରୀବତର ହୋଇ ସ୍ଥଳଭାଗ ଛୁଇଁଲା ବେଳକୁ ଓଡିଶାରେ ଏହାର ପ୍ରଭାବ ଦେଖାଦେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି । ଏହାର ପ୍ରଭାବରେ ଓଡିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର…

ବାରଣାସୀରେ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ: ଏସ ଜୟଶଙ୍କର

ନୂଆଦିଲ୍ଲୀ: ରବିବାର ବାରାଣାସୀରେ ବିଜେପିର ବିଜୟ ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ସେ କହିଛନ୍ତି ଯେ ଏଠାରେ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏଠାକାର ଲୋକମାନେ ଭାରତର ବିଶ୍ୱ ସ୍ଥିତିକୁ ନେଇ ଗର୍ବିତ। ଗଣମାଧ୍ୟମ ଏଏନଆଇକୁ…