କୋଭିଡ୍ ଭ୍ୟାକ୍ସିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ, ଜାଣନ୍ତୁ ଏହା ପଛର କାରଣ…
ନୂଆଦିଲ୍ଲୀ: କୋଭିଡ-୧୯ ଭ୍ୟାକ୍ସିନ ପାଇଁ ଜାରି କରାଯାଇଥିବା କୋୱିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । କୋଭିଡ-୧୯ ଟିକାକରଣ ପାଇଁ କୋୱିନ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କରୋନା ମହାମାରୀ ସମୟରେ…