Latest Odisha News

BREAKING NEWS

ମୟୂରଭଞ୍ଜରେ ମନରେଗା ପାଣ୍ଠି ଦୁର୍ନୀତି ଅଭିଯୋଗରେ ୩ ଇଞ୍ଜିନିୟରଙ୍କୁ ଇଡିର ନୋଟିସ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ୩ କୋଟିରୁ ଅଧିକ ମୂଲ୍ୟର ମନରେଗା କାର୍ଯ୍ୟରେ ଅନିୟମିତତା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩ ଜଣ ଯନ୍ତ୍ରୀଙ୍କୁ ନୋଟିସ ଜାରି କରିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଯଶୀପୁର ବ୍ଲକର ପୋଡ଼ାଗଡ଼ା, ବରେହିପାଣି, ଅଷ୍ଟକୁମାର, ଗୁରୁଗାଡିଆ ଓ ଧଲାବାଣୀ…

ପନ୍ତ ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ତୁଲାଇବେ । ମଙ୍ଗଳବାର ଫ୍ରାଂଚାଇଜ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇଛି । ୧୪ ମାସ କ୍ରିକେଟଠାରୁ ଦୂରେଇ ରହିବା ପରେ ପନ୍ତ ଫିଟ ହୋଇ ପଡିଆକୁ ଫେରିଛନ୍ତି । ସେ ଏବେ ଭାଇଜାଗରେ ଟିମ…

ବଦଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ନାମ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର କାଂଉଟଡାଉନ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଫ୍ରାଂଚାଇଜର ଏହାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ଆରସିବି ଏଥର ନୂଆ ନାମ ସହ ପଡିଆକୁ ଓହ୍ଲାଇବ । ଏବେ ଏହାର ନୂତନ ନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁର ରଖାଯାଇଛି । ୨୦୧୪ରେ…

ଅଶ୍ୱଥାମାଙ୍କ ଭୂମିକା କରିବେ ଶାହୀଦ କାପୁର

ମୁମ୍ବାଇ: ଲୋକପ୍ରିୟ କଳାକାର ଶାହୀଦ କାପୁର ରୋଶନ ଆଣ୍ଡ୍ର‌୍ୟୁଏଜଙ୍କ ଫିଲ୍ମ ଦେବା ପରେ ଆଉ ଏକ ପୌରାଣିକ ଫିଲ୍ମ ସାଇନ କରିଛନ୍ତି । ତେରି ବାତୋଁ ମେଁ ଐସା ଉଲଝା ଫିଲ୍ମରେ ଶାହୀଦଙ୍କ ଭୂମିକାଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ସେ ଅଶ୍ୱଥାମାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ…

ପାଣ୍ଡରାରୁ ହଟିଲା ଜବରଦଖଲ, ପୋଲିସ ହାଉସିଂ କର୍ପୋରେସନ ନିର୍ମାଣ କରିବ ବିଲ୍ଡିଂ

ଭୁବନେଶ୍ୱର: ପାଣ୍ଡରା ମୌଜା ଅନ୍ତର୍ଗତ ଖାତା ନମ୍ବର-1352 ପ୍ଲଟ ନଂ-3724, 3725ରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଏହି ସ୍ଥାନରେ ପୋଲିସ ହାଉସିଂ କର୍ପୋରେସନ ନିର୍ମାଣ କରିବ ବିଲ୍ଡିଂ । ବିଡିଏ ଏନଫୋର୍ସମେଣ୍ଟ ଟିମ୍ ପୂର୍ବାହ୍ଣରେ ପାଣ୍ଡରା…

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ରାଜ୍ୟ କଂଗ୍ରେସ ବିଜେଡି-ବିଜେପିର ମେଣ୍ଟ ହେଲେ ଫାଇଦା ହେବ ବୋଲି ଉତ୍ସାହିତ ରହିଥିବା ବେଳେ ଦଳର ବିଧାୟକ ଇସ୍ତଫା ଦେଇଛନ୍ତି। ଯାହା ରାଜ୍ୟ କଂଗ୍ରେସକୁ ଗୋଟିଏ ବଡ଼ ଝଟକା ଲାଗିଛି। ଖଡ଼ିଆଳ ବିଧାୟକ ରାଜ୍ୟ…

ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଯାଜପୁର: ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗାଁ ନିକଟରେ ଥିବା ପୋଖରୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଯାଜପୁର ସଦରଥାନା ଅନ୍ତର୍ଗତ ବଡ଼ ଜଳହରା ଗ୍ରାମର କାଳନ୍ଦୀ ଜେନାଙ୍କ ଝିଅ ଅନୂ ଜେନାଙ୍କର ଶବ ଭାସୁଥିବା…

ବିଜେପିରେ ଯୋଗ ଦେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି ସୁରେଶ ହୋତା

ଭୁବନେଶ୍ୱର: ବିଜେପିରେ ଯୋଗ ଦେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି ସୁରେଶ କୁମାର ହୋତା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବର୍ତ୍ତମାନ ଭାରତବର୍ଷ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହୋଇଛି । ମୋଦିଜୀଙ୍କ ଗତ ୧୦ ବର୍ଷ…

କୋହଲିଙ୍କ ନୂଆ ହେୟାରକଟ ସୃଷ୍ଟି କଲା ଝଡ

ନୂଆଦିଲ୍ଲୀ: ବିରାଟ କୋହଲି ଦୀର୍ଘ ଦୁଇ ମାସ ବ୍ୟବଧାନ ପରେ କ୍ରିକେଟ ପଡିଆକୁ ଫେରିଛନ୍ତି । ଆଇପିଏଲ ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେଇଛନ୍ତି । ତାଙ୍କ ଫେରିବାକୁ ପ୍ରଶଂସକ ବ୍ୟଗ୍ର ଥିଲେ । ପ୍ରଥମେ ଡ୍ୟାଡ ଟି ଶର୍ଟ ଓ ଏବେ ତାଙ୍କର ହେୟାର କଟ ପ୍ରଶଂସକଙ୍କୁ…

ଜେଲ ଭିତରେ ବଳ କଷାକଷି: ଆହତ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି କହିଲେ ଡିସିପି

ଭୁବନେଶ୍ୱର: ଝାରପଡା ଜେଲରେ କଏଦୀଙ୍କ ମଧ୍ୟରେ ବଳ କଷାକଷି ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଝାରପଡ଼ା ଜେଲରେ ସାମାନ୍ୟ ମତଭେଦ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଅନେକ କଏଦୀ ଆହତ ହୋଇଛନ୍ତି। ଜେଲ୍ କ୍ୟାଣ୍ଟିନ୍ ନିକଟରେ କଏଦୀ ଚକ୍ରଧର ବାରିକ, ଜଗନ୍ନାଥ ଓ ପପୁନ…