Latest Odisha News

BREAKING NEWS

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ତଥ୍ୟରେ ବଣ୍ଡ ନମ୍ବର କାହିଁକି ନାହିଁ ପ୍ରଶ୍ନ କଲେ ପ୍ରଧାନ ବିଚାରପତି?

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନିର୍ବାଚନ ଆୟୋଗ ଏହି ସମୟରେ କହିଛନ୍ତି ରାଜନୖେତିକ ଦଳ ୨୦୧୯ ବର୍ଷ ପୂର୍ବରୁ ଦେଇଥିବା ଚାନ୍ଦା ବିଷୟରେ ବନ୍ଦ ଲଫାପାରେ ସେ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ଯାହାର ସେ କପି ରଖିନାହାଁନ୍ତି । ଏହା…

ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର

ନୂଆଦିଲ୍ଲୀ: ନର୍ବାଚନ କମିଶନର ଭାବେ ଆଜି ଦାୟିତ୍ବ ଗ୍ରହଣ କଲେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉଭୟଙ୍କୁ ସ୍ବାଗତ କରିଛନ୍ତି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି (ଗୁରୁବାର) ଦୁଇ ଜଣଙ୍କ ନାମ ଘୋଷଣା…

ସାଧାରଣ ଶ୍ରମିକରୁ ଲଟେରୀ କିଙ୍ଗ୍, କିଏ ଏହି ସାଣ୍ଟିଆଗୋ ମାର୍ଟିନ୍

ନୂଆଦିଲ୍ଲୀ: କିଏ କେତେ ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି ସେ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗ ନିଜ ୱେବସାଇଟରେ ଅପଲୋଡ କରିଛି । ନିର୍ବାଚନୀ ବଣ୍ଡ କ୍ରେତା ତାଲିକାରେ ୨୧୩ ଜଣ ଏପରି ଅଛନ୍ତି ଯେଉଁମାନେ ୧୦ କୋଟିରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ କିଣିଛନ୍ତି । ନିର୍ବାଚନ ଆୟୋଗ ଦ୍ଵାରା…

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ଶିକ୍ଷକ ନିଲମ୍ବିତ

ବରଗଡ: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ହଟହଟା ହେଲେ ଶିକ୍ଷକ । ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ । ନିଲମ୍ବିତ ଶିକ୍ଷକ ଜଣଙ୍କ ହେଉଛନ୍ତି ଛେଲିଆ ପୋଢ । ସେ ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ପଞ୍ଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।…

‘ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର :  ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡର  ବିଶିଷ୍ଟ ସ୍ତମ୍ଭକାର  ବାଦଲ ଭୂୟାଁଙ୍କ  ଲିଖିତ 'ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି' ଶୀର୍ଷକ ପୁସ୍ତକ  ଉନ୍ମୋଚିତ ହୋଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ,…

ତାତିରୁ ମିଳିବ ଆଶ୍ୱସ୍ତି; ୩ ଦିନ ଏହି ସବୁ ଜିଲାରେ ବର୍ଷିବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆଜିଠୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପେଗ କେନ୍ଦ୍ର ।…

ପ୍ରଥମ ଥର ଓଡ଼ିଶା ଜନଜାତି ଶିଳ୍ପୀମାନେ ବିଦେଶ ମାଟିରେ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନ କରୁଛନ୍ତି । ପ୍ରଥମ ଥର ପାଇଁ ବିଦେଶ ମାଟିରେ, ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗାଠାରେ ୩ ଦିନ ଧରି…

କବିତା ବାସୁଛି : ବସନ୍ତ

ରାଜ କିଶୋର ନାୟକ ମହ ମହ ବାସେ ବାସୁଚି ବସନ୍ତ କୋଇଲି ଡାକଇ କୁହୁ ଲତିକା ଗହଳେ ସଜ ଫଲ ଦେହୁ ମଧୁପ ଚୁମଇ ମହୁ (୦) ମନ୍ଦ ମନ୍ଦ ବହେ ଦକ୍ଷିଣା ପବନ ଛନ୍ଦେ ଛନ୍ଦେ ନାଚେ ଫୁଲ ପରଜାପତିର ମତୁଆଲା ଦୃଷ୍ଟି ଫୁଲକୁ କରିବ ଗେଲ ଫୁଲରୁ ଫୁଲକୁ ଉଡି ଉଡି ଯାଇ ପ୍ରୀତି ଦେଇ ମନ…

ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଅଭିଯୋଗ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ କଲେଜରୁ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବହିଷ୍କାର ଓ ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ ଦାବିରେ ଏହି ବନ୍ଦ ଡାକରା…

ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର:  ଭୁବନେଶ୍ୱର ସ୍ଥିତ ଐତିହ୍ୟ ସଂପନ୍ନ ବିନ୍ଦୁସାଗର ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ମୃତଦେହ ଉଦ୍ଧାର କରି ପ୍ରଦୀପ ସେବା ଟ୍ରଷ୍ଟ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ମହିଳାଙ୍କ ବେଶଭୂଷା ସମ୍ଭ୍ରାନ୍ତ ଘରର ବୋଲି ଜଣା…