Latest Odisha News

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଥାନା ବାବୁ, ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାନ୍ଧିଲା ଭିଜିଲାନ୍ସ

ନବରଙ୍ଗପୁର: ଥାନା ଏଏସଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ନବରଙ୍ଗପୁର ଡାବୁଗାଁ ଥାନା ଏଏସଆଇ ଶ୍ରୀ ସୀମାଞ୍ଚଳ ମହାରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏଏସଆଇ ସୀମାଞ୍ଚଳ । ସୂଚନା ଅନୁସାରେ, ପୂର୍ବରୁ ଥାନାରେ…

ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ହେବ ଆହୁରି ସୁଦୃଢ; ୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ । ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ହେବ ଆହୁରି ସୁଦୃଢ । ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍ପିଟାଲର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ…

ନିର୍ବାଚନ ପୂର୍ବରୁ ଓଡ଼ିଶା ପହଞ୍ଚିବେ ୧୫ କମ୍ପାନୀ ଫୋର୍ସ

ଭୁବନେଶ୍ବର: ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ । ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାହା ପାଇଁ ଦେଶରେ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୭୫ କମ୍ପାନୀ ଫୋର୍ସ ଯୋଗାଇ ଦିଆଯାଇଛି । ଆଜି ଓଡ଼ିଶାରେ ୧୫…

୩୪,୦୦୦ ବର୍ଗର ଖାଇ କଲେ ଗିନିଜ ବୁକ୍ ରେକର୍ଡ, ଏବେବି ଅଛନ୍ତି ଫିଟ

ନୂଆଦିଲ୍ଲୀ: ଆମେମାନେ ସମସ୍ତେ କେବେ ନା କେବେ ବର୍ଗର ତ ନିଶ୍ଚିତ ଭାବରେ ଖାଇଥିବା । ଏହାର ସ୍ୱାଦ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ଆମେ ଆମ ଜୀବନକାଳରେ ଅନେକ ଥର ବର୍ଗର ଖାଇଥାଉ । କିନ୍ତୁ ପୁରା ଜୀବନ କାଳ ଭିତରେ ଆମ କେତେଥର ଓ କେତୋଟି ବର୍ଗର ଖାଇଛୁ ତାହା ଆମର ମନେ ବି ନଥାଏ…

ପୁରୀ ବୁଲିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର, ନିଜ ଦେଶକୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…

ପୁରୀ: ପୁରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର ହୋଇ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବେଳେ, ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ଆନ୍ଥୋନିଙ୍କୁ ତାଙ୍କ ଦେଶ ନେଦରଲ୍ୟାଣ୍ଡ କୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।…

ବଲିଉଡ୍ ଛାଡ଼ିବାକୁ ଚାହୁଁଥିଲେ ଶେହନଶାହ

ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଗତ ପାଞ୍ଚ ଦଶନ୍ଧି ଧରି  ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ରହିଛନ୍ତି। ସେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ହେଲେ ଆପଣ ଜାଣିଛନ୍ତି, ବଲିଉଡର ଏହି ଶେହନଶାହ ଦିନେ ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ବଲିଉଡର ଜଣେ…

ବଢ଼ିଲା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ, ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ମଧ୍ୟ ବଢ଼ିଲା ଦରମା

ଭୁବନେଶ୍ବର: ବଢ଼ିଲା ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ଦରମା । ୭ ହଜାର ଟଙ୍କାରୁ  ୧୦ ହଜାର ଟଙ୍କାକୁ ପାରିଶ୍ରମିକ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ । ଏଣିକି ସେମାନଙ୍କ ମାସିକ…

ଲାଂଚ ନେଇ ଧରାପଡ଼ିଲେ ଏଏସଆଇ

କଟକ: ଲାଂଚ ନେବା ପଡ଼ିଲା ମହଙ୍ଗା । ଭିଜିଲାନ୍ସ ହାତରେ ଧରାପଡ଼ିଲେ କଟକ  ଭଦ୍ରେଶ୍ବର ଥାନା ଏଏସଆଇ ଆଲୋକ ଷଡ଼ଙ୍ଗୀ । ଥାନା ପରିସରରେ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏକ ମାମଲାର ଦଫା କୋହଳ ପାଇଁ  ଏଏସଆଇ ଆଲୋକ ଲାଞ୍ଚ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ…

ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତନ କରିବା ପାଇଁ ଏହି ୫ ଖେଳାଳିଙ୍କ ପାଇଁ ଆଇପିଏଲ ଶେଷ ସୁଯୋଗ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆଇପିଏଲ ୨୦୨୪ ସଂସ୍କରଣ ଆରମ୍ଭ ହେବ । ଟିମ ଇଣ୍ଡିଆରୁ ବାଦ ପଡିଥିବା କେତେକ ଖେଳାଳିଙ୍କ ପାଇଁ ଏହି ଆଇପିଏଲ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଏଥିରେ ଭଲ ପ୍ରଦର୍ଶନ କରି ସେମାନେ ଟିମ ଇଣ୍ଡିଆକୁ ଫେରିବା ପାଇଁ ଉଦ୍ୟମ କରିବେ । ବିସ୍ଫୋଟକ ବ୍ୟାଟ୍ସମ୍ୟାନ ରାହୁଲ…

ବେଙ୍ଗଲରେ ଦୋଷୀ କେବେ ଆତ୍ମସମର୍ପଣ କରିବ ତାହା ପୋଲିସ ନୁହେଁ ବରଂ ଅପରାଧୀ ନିଷ୍ପତ୍ତି ନିଅନ୍ତି: ମୋଦୀ

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ପଶ୍ଚିମବଙ୍ଗକୁ ୧୫ ହଜାର କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୋଦୀ । ଏହି ସମୟରେ ସେ କୃଷ୍ଣନଗରରେ ଏକ ରୋଡ୍ ସୋ ମଧ୍ୟ କରିଥିଲେ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ…