ଫିଲ୍ମ‘ବାଗବାନ୍’ ପାଇଁ ପ୍ରଥମ ପସନ୍ଦ ନଥିଲେ ବିଗ୍ ବି
ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ଏବଂ ଡ୍ରିମ୍ ଗର୍ଲ ହେମା ମାଲିନିଙ୍କ ଫିଲ୍ମ ‘ବାଗବାନ୍’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ଏକ ପାରିବାରିକ କାହାଣୀ ଉପରେ ଆଧାରିତ। ପିଲାମାନେ ବଡ଼ ହେଲା ପରେ ବାପାମାଆଙ୍କ ଠାରୁ କିପରି ଦୂରେଇ ଯାଆନ୍ତି, ଏହି କାହାଣୀ ଉପରେ ଫିଲ୍ମଟି…