Latest Odisha News

BREAKING NEWS

ଜନ୍ମଦିନରେ ଉର୍ବଶୀଙ୍କୁ ହନି ସିଂଙ୍କ ସ୍ପେଶିଆଲ ଗିଫ୍ଟ, ସୁନାର କେକ କାଟିଲେ ଅଭିନେତ୍ରୀ

ମୁମ୍ବାଇ: ନିଜର ଗ୍ଲାମର୍ ଲୁକ୍ ଆଉ ଡ୍ୟାନ୍ସ ପାଇଁ ଲୋକଙ୍କ ମନରେ ରାଜ୍ କରୁଥିବା ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ୩୦ତମ ଜନ୍ମଦିନରେ ମିଳିଛି ଏକ ବଡ ଉପହାର । ଏହି ଭିତରେ ଉର୍ବଶୀଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଗତକାଲି ଉର୍ବଶୀ ତାଙ୍କର ୩୦ ତମ…

ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ମିଳିବ ସଫଳତା

ଭୁବନେଶ୍ଵର: ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଟଙ୍କା ରୋଜଗାର କରିବା ପାଇଁ ଦିନସାରା କଠିନ ପରିଶ୍ରମ କରନ୍ତି । କିନ୍ତୁ ଏତେ ପରିଶ୍ରମ କରିବା ପରେ ମଧ୍ୟ ସେମାନେ କାର୍ଯ୍ୟରେ ସଫଳତା ହାସଲ କରନ୍ତି ନାହିଁ । ଏହା ପଛରେ ଅନେକ ଗୁଡିଏ କାରଣ ଥାଏ । ଏପରି ପରିସ୍ଥିତିରେ ଅନେକ ଲୋକ ନିଜ କାମକୁ ବଦଳାଇ…

ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

ବୌଦ୍ଧ: ଆଜି ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ । ଏନଏସି (NAC) ମାନ୍ୟତା ଦାବିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ସକାଳ ୬ ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ବନ୍ଦ…

ଭାରତର ଜୀବନ୍ତ ସଂସ୍କୃତି ପ୍ରଦର୍ଶନ କରି ଏୟାର ଇଣ୍ଡିଆ ଜାରି କରିଛି ସୁରକ୍ଷା ନିର୍ଦ୍ଦେଶନାମା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର ନୂତନ 'ଇନଫ୍ଲାଇଟ୍ ସେଫ୍ଟି' ଅର୍ଥାତ୍ ବିମାନ ସମ୍ବଦ୍ଧୀୟ ସୁରକ୍ଷା ଭିଡିଓ 'ସେଫ୍ଟି ବା ସୁରକ୍ଷା ମୁଦ୍ରା' ଲଞ୍ଚ କରିଛି । ଏଥିରେ ଭାରତର ବିଭିନ୍ନ ଶାସ୍ତ୍ରୀୟ ତଥା ଲୋକ ନୃତ୍ୟ ମାଧ୍ୟମରେ ଭାରତର ସମୃଦ୍ଧ ସଂସ୍କୃତିକୁ ଦର୍ଶାଯାଇଛି । ଏହା ସହିତ, ଏହି ଲୋକ…

ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କୁ ୧୮ ଥର ଆକ୍ରମଣ, ଅଭିଯୁକ୍ତ ଗିରଫ

ନାଶିକ: ଶୁକ୍ରବାର ରାତିରେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ହୃଦୟ ବିଦାରକ ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯେଉଁଠାରେ ଜଣେ ବ୍ୟକ୍ତି ଅତି କମରେ ୧୮ ଥର ଧାରୁଆ ଅସ୍ତ୍ରରେ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ; ୩ ମୃତ, ୪ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ଡ୍ରାଇଭରକୁ ମିଶାଇ ମୋଟ ୭ ଜଣ ସଦସ୍ୟ ଥିଲେ । ଏଯାବତ୍…

କବିତା : ନାରୀ

ସସ୍ମିତା ମହାପାତ୍ର  ମୁଁ ନାରୀ ଦୃଢ଼ମନା ହୋଇ ବଞ୍ଚିଛି ଆଜି ଯାଇନି କେବେ ମୁଁ ହାରି । ଆସିଛି ଜୀବନେ କେତେ ଯେ କଷ୍ଟ ଯାଇନି କେବେ ମୁଁ ହୋଇ ପଥଭ୍ରଷ୍ଟ ମୁଁ ନାରୀ ଦୃଢ଼ମନା ହୋଇ ବଞ୍ଚିଛି ଆଜି ଯାଇନି କେବେ ବି ହାରି ।। ଜୀବନ ନଈର ନଉକା ଟିଏ ମୁଁ ମାତୃତ୍ଵର ଭାର ଉଠାଇ…

ଯୌତୁକ ଜୁଇରେ ଆଉ ଜଣେ ବଧୂ; ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଯୌତୁକ ଜୁଇରେ ଆଉ ଜଣେ ବଧୂ । ଯୌତୁକ ପାଇଁ ଶାଶୁ ଘର ଲୋକେ ଜଣେ ବୋହୂକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।  ମୃତ ମହିଳାଙ୍କ ନାଁ ଝିଲି ସେଠୀ  । ଅଭିଯୋଗ ଅନୁସାରେ, ସାମନ୍ତରାପୁରର ଚନ୍ଦନ ସେଠୀଙ୍କୁ ଝିଲି ଗତ ୩ ବର୍ଷ ତଳେ…

ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଗଛର ପତ୍ର ଓ ଫୁଲ, କିପରି ସେବନ କରିବେ ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରାୟ ସମସ୍ତଙ୍କ ଘରେ ସଦାବହାର ଫୁଲ ମିଳିଥାଏ । ଏଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର, ଏହି ଗୋଲାପୀ ରଙ୍ଗର ଫୁଲ ସାଧାରଣତଃ ମନକୁ ଶାନ୍ତି ଦେଇଥାଏ । ସଦାବାହାର ଫୁଲ ଓ ଏହାର ପତ୍ର ପତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହ ଫୁଲ ଓ ପତ୍ରରେ ଏପରି ଗୁଣ ମିଳିଥାଏ,…

ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲୋକ ରୋଡର ଧୋବି ଘାଟରେ ଏକ ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷର ଝିଅର ମୃତ୍ୟୁ ଘଟିଛି । ତାଙ୍କ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଏକ ଏନଡିଏମସି ଟିମ୍…