ମୁକୁଳା ଡ୍ରେନ୍ରେ ପଡ଼ିଗଲେ ଯୁବକ, ଆଖିରେ ଗଳିଗଲା ଲୁହା ରଡ୍
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ସ୍ଥିତ ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର । ଆଖି ଭିତରକୁ ପଶିଗଲା ଲୁହା ରଡ । ଫଳରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଧଳପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଏହି ରାସ୍ତାରେ ଆଜି ଯୁବକ…