ପାକିସ୍ତାନରେ ଇରାନର ସର୍ଜିକାଲ ଷ୍ଟ୍ରାଇକ, ଜୈଶ-ଅଲ୍-ଅଦଲର ଶୀର୍ଷ କମାଣ୍ଡର ନିହତ
ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଇରାନର ସର୍ଜିକାଲ ଷ୍ଟ୍ରାଇକ । ପଡୋଶୀ ଦେଶରେ ପ୍ରବେଶ କରି ପୁଣି ଶତ୍ରୁକୁ ମାରି ଗଡାଇଛି ଇରାନ । ଇରାନର ସାମରିକ ବାହିନୀ ଜୈଶ ଅଲ-ଅଦଲ (ଆର୍ମି ଅଫ୍ ଜଷ୍ଟିସ) ଆତଙ୍କବାଦୀ ଗୋଷ୍ଠୀ କମାଣ୍ଡର ଇସମାଇଲ ଶାହବାଖ ଏବଂ ପାକିସ୍ତାନୀ ଅଞ୍ଚଳରେ ଥିବା ତାଙ୍କର କିଛି…