Latest Odisha News

BREAKING NEWS

‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଇଆଇଟି ଭୁବନେଶ୍ୱର ଗବେଷଣା ଓ ଉଦ୍ୟମିତା ପାର୍କରେ ‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନିବଉଦ୍ୟୋଗ ପ୍ରତିଷ୍ଠା କରିବା ଏହାର ଉଦ୍ଦେଶ୍ୟ। ଏହି…

ସ୍କୁଲ୍‌ କାନ୍ଥରେ ଲେଖା ହେବ ମଧ୍ୟାହ୍ନଭୋଜନ ତଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର: ସମସ୍ତ ସ୍କୁଲ୍‌ କାନ୍ଥରେ ରହିବ ମଧ୍ୟାହ୍ନ ଭୋଜନ ତଥ୍ୟ । ଏଥିସହ ଉଲ୍ଲେଖ ହେବ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାର ଫୋନ୍‌ ନମ୍ବର । ଶିକ୍ଷାର୍ଥୀଙ୍କ ପାଇଁ ଲେଖାହେବ ପାଞ୍ଚ ନିୟମ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍‌ ପ୍ରଧାନ ଶିକ୍ଷକଙ୍କୁ ଚିଠି…

ପରିବାର ସହ ଅଯୋଧ୍ୟା ଯିବେ ଅରବିନ୍ଦ କେଜ୍ରିଓ୍ବାଲ ଓ ଭଗଓ୍ବନ୍ତ ମାନ

ନୂଆଦିଲ୍ଲୀ: ଅଯୋଧ୍ୟା ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଏଥିସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ। ଦୁହେଁ ରାମଲାଲାଙ୍କ ଦର୍ଶନ ପାଇଁ ବାପା ମା’ ଓ ପତ୍ନୀଙ୍କ ସହ…

ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନ, ଜାନୁଆରୀରେ ୫୨.୫ କୋଟିର ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ଆଗାମୀ ସାଧାରଣ ର୍ନିବାଚନ-୨୦୨୪କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଚାଲିଛି ସ୍ୱତନ୍ତ୍ର ଅଭିଯାନ। ଗତ ଜାନୁଆରୀ ମାସରେ ବେଆଇନ ମଦ ମାଫିଆ, ବେଆଇନ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସମସ୍ତ ଅବକାରୀ ଅଧୀକ୍ଷକଙ୍କୁ…

୮ ବର୍ଷ ପାଇଁ ବାସନ୍ଦ ହେଲେ ଭାରତୀୟ ଆଥଲେଟ ନିର୍ମଳା ଶେରନ

ନୂଆଦିଲ୍ଲୀ: ଭାରତର କ୍ୱାର୍ଟର ମାଇଲର ନିର୍ମଳା ଶେରନ ଡୋପ ଟେଷ୍ଟରେ ଧରା ପଡିବା ଯୋଗୁ ୮ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ଏହି ଦଣ୍ଡର ଶୁଣାଣୀ କରିଛି । ୨୦୧୮ରେ ମଧ୍ୟ ସେ ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଥିଲେ । ଏଥିଯୋଗୁ…

ମର୍ମନ୍ତୁଦ ଦୁର୍ଘଟଣା: କାର୍ଯ୍ୟକ୍ରମ ବେଳେ ମାଡିଗଲା ଟ୍ରକ; ୩ମୃତ, ୨୦ଆହତ

ଗ୍ୟାଙ୍ଗଟକ୍: ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା। ତବଲା ବାଦନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଟ୍ରକ ମାଡିଯିବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୦ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

ରଣଜୀ ଟ୍ରଫି କ୍ରିକେଟ: ଓଡିଶା ସମ୍ମୁଖରେ ୩୮୭ ରନର ଲକ୍ଷ୍ୟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଉତରାଖଣ୍ଡ ୩୮୭ ରନର ବିଜୟ ଲକ୍ଷ୍ୟ ଓଡିଶା ସମ୍ମୁଖରେ ରଖିଛି । ଜବାବରେ ତୃତୀୟ ଦିବସ ସୁଦ୍ଧା ଓଡିଶା ୧୭ ରନରେ ୨ଟି ୱିକେଟ ହରାଇ ବିପଦରେ ପଡିଛି । ଦୀପକ ଧାପୋଲାଙ୍କ ବଲରେ ଦୁଇ ଓପନର ଶାନ୍ତନୁ ମିଶ୍ର ଓ ଆଶୀର୍ବାଦ ସ୍ୱାଇଁ ଆଉଟ ହୋଇ ପ୍ୟାଭିଲିୟନ ଫେରି…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଫାଇନାଲରେ ରେକର୍ଡ ସ୍କୋର କଲା ଅଷ୍ଟ୍ରେଲିଆ

ବେନୋନି: ଏଠାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୨୫୪ ରନର ରେକର୍ଡ ଟାର୍ଗେଟ ଭାରତ ସମ୍ମୁଖରେ ରଖିଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ ବିନିମୟରେ ୨୫୩ ରନ କରିଥିଲା । ବିଶ୍ୱକପ ଫାଇନାଲରେ ଏହା ସର୍ବୋଚ୍ଚ ସ୍କୋର ।…

ନଦୀକୁ ଗାଧୋଇବାକୁ ଯାଇଥିଲେ, ଜଣକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ୩ ଜଣ

ଥିରୁଭନନ୍ତପୁରମ: କେରଳର କୋଝିକୋଡେରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ନଦୀରେ ବୁଡି ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ, ଜଣେ ମହିଳା ଓ ଜଣେ ଝିଅ ଥିବା ସୂଚନା ମିଳିଛି। କୋଝିକୋଡେ ଜିଲ୍ଲାର କୁନ୍ନାଙ୍ଗଲାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସର ସୂଚନା…

ଦେଶର ସେହି ଦୁର୍ଗ, ଯେଉଁଠାରେ ଶତ୍ରୁ ଉପରେ ଚଳାଯାଇଥିଲା ରୂପାର ଗୋଲା, ଜାଣନ୍ତୁ ଏହା ପଛର କାରଣ…

ରାଜସ୍ଥାନ: ଆଜି ପ୍ରତ୍ୟେକ ଦେଶରେ ଯୁଦ୍ଧ ଲଢିବା ପାଇଁ ଏକାଧିକ ଜ୍ଞାନକୌଶଳରେ ନିର୍ମିତ ଆଧୁନିକ ଅସ୍ତ୍ର ଅଛି | କିନ୍ତୁ ଯେତେବେଳେ ଆପଣ ଇତିହାସକୁ ବୁଲି ଦେଖିବ, ଆପଣ ଜାଣିବ ଯେ ପୂର୍ବକାଳଲରେ ଯୁଦ୍ଧଗୁଡ଼ିକ ଖଣ୍ଡା ଏବଂ ତୋପ ଦ୍ଵାରା ଲଢା ଯାଉଥିଲା । ତୋପ ଚଳାଇବା ପାଇଁ ଗୋଳାବାରୁଦ ଆବଶ୍ୟକ…