Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ପୁରୁଷ ଡବଲ୍ସ ଜିତି ଇତିହାସ ରଚିଲେ ବୋପାନ୍ନା

ମେଲବୋର୍ଣ୍ଣ: ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୩ ବର୍ଷ ବୟସରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱର ଏକ ନମ୍ବର ଡବଲ୍ସ ଖେଳାଳି…

ରାଉରକେଲା ପୋଲିସକୁ ବଡ ସଫଳତା, ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ୬ ଠକ ଗିରଫ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଏକ ଆନ୍ତର୍ଜାତୀୟ ସାଇବର କ୍ରାଇମ ରାକେଟକୁ ଠାବ କରିଛି ଓଡିଶାର ରାଉରକେଲା ପୋଲିସ । ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ଥିବା ୬ ସାଇବର ଠକଙ୍କୁ ଆଜି ଗିରଫ କରିଛି ପୋଲିସ । ଏଥିରେ ବ୍ୟବହୃତ ହେଉଥିବା ଅନେକ ଆପତ୍ତିଜନକ ସାମଗ୍ରୀ…

‘ଡୋନେଟ ଫର ନ୍ୟାୟ’ର ଶୁଭାରମ୍ଭ, ଦାନକର୍ତ୍ତାଙ୍କୁ ମିଳିବ ରାହୁଲଙ୍କ ସ୍ୱାକ୍ଷର ଥିବା ଟି-ସାର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଆରମ୍ଭ କରିଛି ‘ଡୋନେଟ ଫର ନ୍ୟାୟ’ ଅଭିଯାନ । କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକନ ଓ ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଡୋନେଟ ଫର ନ୍ୟାୟ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶର ଯେ କୈଣସି ବ୍ୟକ୍ତି ଯଥା ସମ୍ଭବ ଦାନ କରି ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ନ୍ୟାୟ…

୨୦୨୪ ନିର୍ବାଚନୀ ଫାଇଟ୍: ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି; ବିଜୟପାଲଙ୍କୁ ଓଡ଼ିଶା ଓ ବୈଜୟନ୍ତଙ୍କୁ ୟୁପି…

ଭୁବନେଶ୍ବର: ୨୦୨୪ ନିର୍ବାଚନ ଲଢେଇ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ । ଆଜି ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ବିଜେପି । ୧୭ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛନ୍ତି ପ୍ରଭାରୀ । ତେବେ ଓଡିଶାର ପ୍ରଭାରୀ ଭାବେ ବିଜୟ ପାଲ ସିଂହ…

ରଣଜୀ ଟ୍ରଫି: ପକ୍ଷପାତିତା ନେଇ କଳଙ୍କିତ ହେଉଛି ଦିଲ୍ଲୀ ଟିମ

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ ଏକ କଳଙ୍କିତ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ରିପୋର୍ଟ ମୁତାବକ ଦିଲ୍ଲୀ ଟିମ ଆୟୂଷ ବଦାନୀଙ୍କ କ୍ଷେତ୍ରରେ ଯେଉଁ ଭଳି ଭେଦଭାବ ଆପଣାଇଲେ ତାହା ଆଦୌ ଗ୍ରହଣୀୟ ହେଉ ନାହିଁ । ଖରାପ ଫର୍ମରେ ଥିବା ବଦାନୀଙ୍କୁ ହୋଟେଲ ବାହାରକୁ ନ ଆସିବା ପାଇଁ ଅଧିକାରୀମାନେ…

ଓଲୀଙ୍କ ଶତକ, ଇଂଲଣ୍ଡ ୧୨୬ ରନରେ ଅଗ୍ରଣୀ

ହାଇଦ୍ରାବାଦ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓଲି ପୋପଙ୍କ ଚମତ୍କାର ଶତକ ବଲରେ ଇଂଲଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୨୬ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୬ ୱିକେଟ ବିନିମୟରେ ୩୧୬ ରନ ସଂଗ୍ରହ କରିଛି । ଓଲୀ ପୋପ ୧୪୮ ଏବଂ…

ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଯାଜପୁର: ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ…

ହେମନ୍ତ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି, ଜେରା ପାଇଁ ସ୍ଥାନ ଓ ସମୟ ସ୍ଥିର କରିବାକୁ ନିର୍ଦ୍ଦେଶ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୦ମ ଥର ସମନ ପଠାଇଛି । ଆସନ୍ତା ୨୯ ତାରିଖ ନା ୩୧ କେବେ ଏବଂ କେଉଁ ସ୍ଥାନରେ ହାଜର ହେବେ ସେନେଇ ପ୍ରଶ୍ନ କରିଛି ଇଡି । ଏଜେନ୍ସି ସୋରେନଙ୍କୁ କହିଛନ୍ତି ଯେ, ଯଦି ସେ ଡାକିବା ପୂର୍ବରୁ ହାଜର ନ…

ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ୨.୩୫ କୋଟି ଠକେଇ, ୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ବର: ୨.୩୫ କୋଟି ଠକେଇ ଅଭିଯୋଗରେ ୨ଜଣ ଦୋଷୀ ସାବ୍ୟସ୍ତ। ଦୋଷୀ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ। ବାଲେଶ୍ଵର ଓପିଆଇଡି କୋର୍ଟ ପକ୍ଷରୁ ଏମାନଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ।…

ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ

କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କମଗରାପ।ଟଣା ଗାଁର ସର୍ବେଶ୍ବର ଚୌଧୁରୀ । ଖବର ମୁତାବକ,…