ଜାତୀୟ ପର୍ଯ୍ୟଟନ ଦିବସ: କମ୍ ମୂଲ୍ୟରେ ବୁଲିପାରିବେ ଭାରତର ଏହି ସମସ୍ତ ସ୍ଥାନ
ଭୁବନେଶ୍ଵର: ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୫ ଜାନୁଆରୀରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଏ | ପର୍ଯ୍ୟଟନ ମାଧ୍ୟମରେ, ଲୋକମାନେ କେବଳ ଭ୍ରମଣର ଅଭିଜ୍ଞତା ପାଆନ୍ତି ନାହିଁ, ବରଂ ଏହା ଅନେକ ଲୋକଙ୍କୁ ଜୀବିକା ମଧ୍ୟ ଯୋଗାଇଥାଏ | ଦେଶର ଜିଡିପି ବୃଦ୍ଧିରେ ପର୍ଯ୍ୟଟନର…