GEN Zଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପରାମର୍ଶ
ଭୁବନେଶ୍ୱର: ଅଗଷ୍ଟ କ୍ରାନ୍ତି ଦିବସର ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଭୁବନେଶ୍ୱରରେ ଐତିହାସିକ 'ଘରେ ଘରେ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି।
ସେ ଓଡ଼ିଶାର ସାଢ଼େ ୪ କୋଟି ନାଗରିକଙ୍କୁ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଗ୍ରାମ,…