Latest Odisha News

BREAKING NEWS

ଯୌନ ନିର୍ଯାତନା ମାମଲା; ନିର୍ଦ୍ଦୋଷରେ ଖଲାସ୍‌ ହେଲେ ତରୁଣ ତେଜପାଲ

ପାଣାଜୀ: ଗୋଆର ଏକ ଅଧିବେଶନ କୋର୍ଟ ଶୁକ୍ରବାର ଦିନ ତେହେଲ୍କାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଯୌନ ନିର୍ଯାତନା ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୮ ବର୍ଷ ପରେ ଦୋଷମୁକ୍ତ ହେଲେ ତରୁଣ। ୨୦୧୩ରେ ହୋଟେଲ ଲିଫ୍ଟରେ ଜଣେ ମହିଳାଙ୍କୁ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗରେ…

ବେଙ୍ଗାଲୁରୁରେ ମୃତକଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି

ବେଙ୍ଗାଲୁରୁ :ସବୁଆଡେ କରୋନା ତାର କାୟା ମେଲାଇ ଚାଲିଛି । ପ୍ରତିଦିନ ବହୁ ଲୋକ ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ମୃତକଙ୍କ ସଂଖ୍ୟା ବଢିଚାଲିଛି । ସେହଭିଳି ବେଙ୍ଗାଲୁରୁରେ ମାସକ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ବେଳେ ମୃତକଙ୍କ ସଂଖ୍ୟା ଦୁଇ ଗୁଣିତ ହୋଇଛି । ଯାହାକି ବେଶ୍…

ଜୁନ୍‌ ଶେଷ ସୁଦ୍ଧା ଦେଶରେ ଦୈନିିକ ହେବ ୪୫ ଲକ୍ଷ କୋଭିଡ୍‌ ଟେଷ୍ଟ

ନୂଆଦିଲ୍ଲୀ: ଆଇସିଏମଆର ଡାଇରେକ୍ଟର ଜେନେରାଲ୍‌ ବଳରାମ ଭାର୍ଗଭ କହିଛନ୍ତି ଯେ ମାସ୍କ ପିନ୍ଧିଥିବା ୫୦ ପ୍ରତିଶତଙ୍କ ମଧ୍ୟରୁ ୬୪ ପ୍ରତିଶତ ସେମାନଙ୍କ ପାଟି ନିବୁଜ ରଖୁଥିବା ବେଳେ ନାକକୁ ଖୋଲା ଛାଡିଦେଉଛନ୍ତି। ଏହାସହିତ ୨୦ ପ୍ରତିଶତ ନିଜ ଗାଲ ଏବଂ ୨ ପ୍ରତିଶତ ବେକରେ ମାସ୍କ ପିନ୍ଧୁଥିବା…

ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ; ୧୩ରୁ ଅଧିକ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୧୩ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ଛତିଶଗଡ଼ କୁ ଲାଗିଥିବା ଏଟାପାଲ୍ଲୀ ଜଙ୍ଗଲରେ ମାଓବାଦୀ ମାନେ କେମ୍ପ କରି ରହିଥିବାର ଗୁଇନ୍ଦା ସୂଚନା…

କରୋନା ରଚୁଛି ତାଣ୍ଡବ; ଦିନକରେ ୪୨ ଶହ ସଂକ୍ରମିତ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଶୁକ୍ରବାର ଦିନ ଆଉ ୨ ଲକ୍ଷ ୫୯ ହଜାର ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ୪୨ ଶହ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ୨,୬୦,୩୧,୯୯୧କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର…

ରେକର୍ଡ ଭାଙ୍ଗିଲା ସଲ୍‌ମାନଙ୍କ ‘ରାଧେ’; ବଲିଉଡ୍‌ର ପ୍ରଥମ ଚଳଚ୍ଚିତ୍ର ଭାବେ ୬୫ରୁ ଅଧିକ ଦେଶରେ ଲାଇଭ୍‌…

ନୂଆଦିଲ୍ଲୀ: ବଲିଉଡ୍‌ର ଭାଇଜାନ୍‌ ଓରଫ ସଲମାନ ଖାନଙ୍କ 'ରାଧେ' ମେ ୧୩ ରେ zee5 ରେ ରିଲିଜ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଆପଲ୍ ଟିଭିରେ ଲାଇଭ୍ ହୋଇଥିବା ପ୍ରଥମ ବଲିଉଡ ଚଳଚ୍ଚିତ୍ର ମଧ୍ୟ ହୋଇପାରିଛି। ବେଲଜିୟମ, ଡେନମାର୍କ, କାନାଡା, ଫିଜି, ମାଲେସିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା…

ରାଜ୍ୟରେ ୧୨ ହଜାର ପାର୍ କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୫୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୦୧୨ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫୧୧ଟି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ୍‌

ଦିଲ୍ଲୀ: ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । କରୋନାଠାରୁ ଆହୁରି ଭୟଙ୍କର ହେଉଛି ବ୍ଲାକ ଫଙ୍ଗସ୍ । କରୋନାରୁ ସୁସ୍ଥ ହୋଇଥିବା ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ବେଶୀ ରହିଛି । ଏଥିରେ ୧୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । କେବଳ ବ୍ଲାକ ଫଙ୍ଗସ୍ ୯୦ ଜଣଙ୍କ…

ଭାରତୀୟ ବାୟୁସେନାର ମିଗ୍ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ପଞ୍ଜାବର ମୋଗା ସ୍ଥିତ ବାଘାପୁରାନା ଗାଁ ଲଙ୍ଗିୟାନା ଖୁର୍ଦ ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରତୀୟ ବାୟୁସେନା ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ବାୟୁସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ବିମାନଟି କ୍ରାସ୍ ବେଳେ ସେଥିରୁ ପାଇଲଟ୍…

କରୋନା ଚିକିତ୍ସା ପାଇଁ ଓଡ଼ିଶାରେ ପ୍ଲାଜା ଥେରାପୀ ବନ୍ଦ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା ସରକାର ରାଜ୍ୟରେ କରୋନା ଚିକିତ୍ସା ପାଇଁ ପ୍ଲାଜା ଥେରାପି ବନ୍ଦ କରିଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ପ୍ରମୁଖ ମେଡିକାଲ ଅଧିକାରୀଙ୍କୁ…