Latest Odisha News

ଛୁଆଙ୍କ ଉପରେ ନୋଭାଭାକ୍ସର କ୍ଲିନିକାଲ୍ ଟ୍ରାଏଲ୍ କରିବାକୁ ସେରମ୍ ଆଗ୍ରହୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା ଧିରେ ଧିରେ କମୁଛି । ତୃତୀୟ ଲହରରେ ଶିଶୁଙ୍କ ପାଇଁ ଅଧିକ ବିପଦ ଆଣିପାରେ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ସେଥିପାଇଁ ଯଥାଶୀଘ୍ର ସମସ୍ତଙ୍କୁ ଟିକା ଦେବାକୁ କୁହାଯାଉଛି । ହେଲେ ୧୮ ବର୍ଷ ବୟସରୁ କମ୍ ଜନସଂଖ୍ୟାକୁ ଟିକା ଦିଆଯାଉ ନାହିଁ…

ଆଜି ୪୩ତମ ଜିଏସଟି ପରିଷଦ ବୈଠକ, ଅଧ୍ୟକ୍ଷତା କରିବେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୩ ତମ ଜିଏସଟି ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। https://twitter.com/ANI/status/1398096611864088578?s=19 ପ୍ରାୟ ଆଠ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବୈଠକ ଅନୁଷ୍ଠିତ…

ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଆଜି କରିବେ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଓଡିଶାରେ ଗସ୍ତରେ ଆସି ବାତ୍ୟା 'ୟାସ୍' ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ସକାଳ ୮.୫୦ ରେ ବିମାନ ଉଡ଼ାଣ କରିବେ ଏବଂ ସକାଳ ୧୦.୫୦ ରେ ଭୁବନେଶ୍ୱରରେ ପହଞ୍ଚିବେ।…

କାଲି ଖସିଥିଲା ଆଜି ବଢ଼ିଲା, ୨୪ ଘଣ୍ଟାରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ତଳକୁ ଖସିଛି । ଗତକାଲି ୭ ହଜାରରୁ କମ୍ ମାମଲା ଆସିଥିବା ବେଳେ ଆଜି ୭ ହଜାର ଡେଇଁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୧୬ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୦୪୧ଟି ମାମଲା ଆସିଥିବା ବେଳେ ୩ ହଜାର ୧୭୫ଟି ମାମଲା…

କରୋନାରେ ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା

ନୂଆଦିଲ୍ଲୀ : କରୋନା ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା । ମହାମାରୀ କରୋନା ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରକୁ…

ବନ୍ୟାଜଳରେ ଭାସିଗଲେ ଦୁଇଜଣ, ଉଦ୍ଧାର ୬ଜଣ

ମୟୁରଭଂଜ: ବାତ୍ୟା “ୟାସ୍‌” ଦେଖାଇଥିଲା ଭୟାନକ ରୂପ । ଆଉ ଏବେ ବନ୍ୟା ସ୍ଥିତି ଲୋକଙ୍କ ମନରେ ସୃଷ୍ଟି କରିଛି କୋକୁଆ ଭୟ । ବର୍ଷା ଓ ସମୁଦ୍ର ଜଳ ଅନେକ ଗାଁକୁ ଜଳବନ୍ଦୀ କରିଛି । ଏପରି ସ୍ଥିତିରେ ମୟୁରଭଂଜ ସାରସକଣା ତଟାସାହି ଗାଁରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସୁବର୍ଣ୍ଣରେଖା…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ଏବେ ସାରା ରାଜ୍ୟରେ ଆତଙ୍କ । ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବି ବଢ଼ିଲାଣି । ହେଲେ ଆଜି ସଂକ୍ରମଣରେ ଲାଗିଛି ବଡ଼ ଧରଣର ବ୍ରେକ୍ । ସବୁବେଳେ ୧୦ ହଜାର ଉପରେ ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ, ଆଜି ଏହି ସଂଖ୍ୟା ହ୍ରାସ ପାଇଛି । ହେଲେ…

ପାଣିଚୁଆରେ ପଡି ଚାଲିଗଲା ଦୁଇବର୍ଷୀୟ ଶିଶୁର ଜୀବନ

କେନ୍ଦୁଝର: ଚମ୍ପୁଆରେ ଘଟିଯାଇଛି ଅଘଟଣ । ଅକାଳରେ ଚାଲିଯାଇଛି ଜଣେ ଦୁଇବର୍ଷୀୟ ଶିଶୁପୁତ୍ରର ଜୀବନ । ଏହି ଖବର ସ୍ଥାନୀୟ ଅଂଚଳରେ ଖେଳାଛେଦଇଛି ଶୋକର ଛାୟା । ମିଳିଥିବା ରିପୋର୍ଟ ଅନୁଯାୟୀ ଚମ୍ପୁଆ ଜାମୁଦଲକ ଗାଁରେ ଜଣେ ଦୁଇବର୍ଷୀୟ ଶିଶୁ ନିଜ ଘର ପାଖରେ ଖେଳୁଥିଲା । ହେଲେ ପାଖରେ ଥିବା…

ବାତ୍ୟାରେ ଭଦ୍ରକ ଓ ବାଲେଶ୍ବର ଅଧିକ ପ୍ରଭାବିତ

ଭୁବନେଶ୍ବର : ବାତ୍ୟା ୟାସ ଚାଲିଯାଇଛି । ହେଲେ ଅନେକ କ୍ଷୟକ୍ଷତି ଘଟାଇଛି । ଖାସକରି ଭଦ୍ରକ ଓ ବାଲେଶ୍ବରେ ଘଟାଇଛି ବ୍ୟାପକ କ୍ଷୟକ୍ଷତି । ବାତ୍ୟା ପରେ ଏବେ ତ୍ବରିତ ବେଗରେ ଚାଲିଛି ପୁନରୁଦ୍ଧାର କର୍ଯ୍ୟ । ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ରୁ ୮୦ ପ୍ରତିଶତ ସ୍ବାଭାବିକ ହୋଇଛି ବୋଲି । ତେବେ…

ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ…