Latest Odisha News

BREAKING NEWS

ସାବରମତି ନଦୀ ଜଳରେ କରୋନା ଭୂତାଣୁ ଚିହ୍ନଟ!

ଅହମ୍ମଦାବାଦ: ଅହମ୍ମଦାବାଦର ସାବରମତି ନଦୀରୁ ନିଆଯାଇଥିବା ଜଳ ନମୁନାରେ ମହାମାରୀ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସହରର କାଙ୍କ୍ରିଆ ଏବଂ ଚାନ୍ଦୋଲା ହ୍ରଦରୁ ନିଆଯାଇଥିବା ନମୁନାରେ ମଧ୍ୟ ଏହି ଭୂତାଣୁ ଦେଖିବାକୁ ମିଳିଛି। ସାବରମତି ନଦୀ, ଚାନ୍ଦୋଲା ଏବଂ କାଙ୍କ୍ରିଆ ହ୍ରଦରୁ…

ଡ୍ରୋନରେ ମେଡିସିନ ଯୋଗାଣ ଆଜିଠାରୁ ପରୀକ୍ଷଣ, ଭାରତରେ ପ୍ରଥମ

ବେଙ୍ଗାଳୁରୁ: ଟିକାଠାରୁ ଆରମ୍ଭ କରି ମେଡିସିନ ଓ ଅନ୍ୟ ଡାକ୍ତରୀ ସାମଗ୍ରୀ ଡ୍ରୋନରେ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ଆଜିଠାରୁ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ ହୋଇଛି। ବେଙ୍ଗାଳୁରୁଠାରୁ ୮୦ କିଲୋମିଟର ଦୂର ଗୌରୀବିଦାନୁରରେ ଏହା ଆରମ୍ଭ ହୋଇଛି । ଥ୍ରଟଲ ଏରୋସ୍ପେସ ସିଷ୍ଟମ ପକ୍ଷରୁ ଏହି ସେବା ଆରମ୍ଭ…

ରାସ୍ତା ନଥିବାରୁ ଖଟିଆରେ ବୋହି ପ୍ରତିବାଦ

ସାରସକଣା: ମୌଳିକ ସୁବିଧାରୁ ବଞ୍ଚିତ ବାଙ୍କଦହ ଗ୍ରାମବାସୀ । ଖଟିଆରେ ବୋହି ନିଜ ଦାବି ଜଣାଇଲେ । ମୟୂରଭଞ୍ଜ ବାଙ୍କଦହ ଗ୍ରାମ ମୁରୁଣିଆ ପଂଚାୟତର ଏକ ଗାଁ । ଏହି ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯିବା ପାଇଁ ସାରସକଣା ପଂଚାୟତ ମହୁଲବରେଇ ହୋଇ କୋଚିଲା ନାଳ ପାରି ହୋଇ…

କୋଭିଡ-୧୯ ଟିକା ନେବା ପରେ ବ୍ୟାୟାମ କରିବା ନିରାପଦ କି?

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ନେବା ପରେ ବ୍ୟାୟାମ କରିବା ନିରାପଦ କି? ତେବେ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଟିକାକରଣ ପରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ। ବ୍ୟାୟାମ କରିବା ଦ୍ବାରା ଟିକାକରଣର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ରିପୋର୍ଟ ଅନୁଯାୟୀ "ଟିକା ନେବା…

ଉପାନ୍ତ ଜଙ୍ଗଲରେ ଜୀବିକାର ମାଧ୍ୟମ

ପାଟଣାଗଡ: ଉପାନ୍ତ ଜଙ୍ଗଲରେ ବେଆଇନ ମଦ ପ୍ରସ୍ତୁତ ସାଜିଛି ଜୀବନ ଜୀବିକାର ମାଧ୍ୟମ । କରୋନା ମହାମାରୀରେ ସାରା ଦେଶ କବଳିତ ।। ତା ସହିତ ଲକଡାଉନ ସଟଡାଉନ ପାଇଁ ଲୋକଙ୍କ ଜୀବନ ଜୀବିକା ଉପରେ ବେଶ ପ୍ରଭାବିତ ହୋଇଛି । ଏହି ସମୟରେ ଲୋକେ କାମଧନ୍ଦା ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

UG/PG ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ

ଭୁବନେଶ୍ୱର: ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ୍ ସେମିଷ୍ଟାର ପରୀକ୍ଷା । ପରୀକ୍ଷା ତାରିଖ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ କରିବେ । ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ…

ମନୋରଞ୍ଜନ ଶିଳ୍ପର ଲୋକଙ୍କୁ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ଲାଗି କରଣଙ୍କ ନୂଆ ଅଭିଯାନ

ମୁମ୍ବାଇ: କରଣ ଜୋହର ଆଜି ତାଙ୍କ ପିତାଙ୍କ ସ୍ମୃତିରେ ଏକ ଫାଉଣ୍ଡେସନ୍‌ ଆରମ୍ଭ କରିଛନ୍ତି। ଏହାର ନାଁ ସେ ଦେଇଛନ୍ତି 'ୟଶ ଜୋହର ଫାଉଣ୍ଡେସନ'। କରଣ ନିର୍ମାତା ୟଶ ଜୋହରଙ୍କ ବହୁ ପୁରୁଣା ଫଟୋକୁ ନେଇ ତାଙ୍କ ସହକର୍ମୀମାନଙ୍କ ସହିତ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି। ଭାରତୀୟ…

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍: ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ୧୫ ଜଣିଆ ଟିମରେ ଅଛନ୍ତି ଦୁଇ ଓଡ଼ିଆ । ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ ।…

୨୦୨୪ ପୂର୍ବରୁ ୫୦ ପ୍ରତିଶତ ହ୍ରାସ ପାଇବ ସଡକ ଦୁର୍ଘଟଣା!

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ କେନ୍ଦ୍ରର ଲକ୍ଷ୍ୟ ରଖିଛି। ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ସହରରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିବାର ଆବଶ୍ୟକତା…

ତପୁଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ୱର: ମହାମାରୀ କରୋନା କବଳରେ ସେଲିବ୍ରିଟି । କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଥିବା ବେଳେ ଅମ୍ଳଜାନ ସ୍ତର ଖସିବାରେ ଲାଗିଛି । ତପୁଙ୍କର ଏବେ ଲମ୍ବା ସମୟ ଧରି…