ସ୍ଵାସ୍ଥ୍ୟ ପାନୀୟ ବର୍ଗରୁ ହଟିବ ବୋର୍ନଭିଟା, ଆଡଭାଇଜରୀ ଜାରି କଲା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ବୋର୍ନଭିଟା ପରି ସମସ୍ତ ପାନୀୟକୁ "ସ୍ୱାସ୍ଥ୍ୟ ପାନୀୟ" ଶ୍ରେଣୀରୁ ହଟାଇବା ପାଇଁ ଏକ ଆଡଭାଇଜରୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ କହିଛି ଯେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା ସମେତ ଏହି…