ଲୋକସଭା ନିର୍ବାଚନ ୨୦୨୪: ୯ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଏସପି
ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ଶୁକ୍ରବାର ତା'ର ଚତୁର୍ଥ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୯ଟି ଆସନରେ ନାମ ରହିଛି । ଆଜମଗଡ, ଗୋରଖପୁର ଏବଂ ଫୌଜାବାଦ ସମେତ ଉତ୍ତରପ୍ରଦେଶର ୯ଟି ଲୋକସଭା ଆସନ ପାଇଁ ବିଏସପି ପ୍ରାର୍ଥୀ ଘୋଷଣା କରିଛି ।
ବିଏସପି ଆଜମଗଡରୁ ଭୀମ ରାଜଭାର,…