Latest Odisha News

BREAKING NEWS

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା

ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । କୈଳାଶ କୁଲେସିକାଙ୍କୁ ଏଥର ଲକ୍ଷ୍ମୀପୁର ପାଇଁ ଟିକେଟ୍ ଦେଇନି ବିଜେଡି ।…

ଏହି ଉପାୟ ଆପଣାନ୍ତୁ, ଅତି ସହଜରେ ମୂଷା ଠାରୁ ପାଆନ୍ତୁ ମୁକ୍ତି

ଭୁବନେଶ୍ବର: ମୂଷା ପାଇଁ ଚିନ୍ତାରେ ଅଛନ୍ତି କି। ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରିଦେଉଛି କି। ତେବେ ଆଉ ଚିନ୍ତା କରନ୍ତୁନି ।ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ୱାରା ଅତି ସହଜରେ ଆପଣ ମୂଷା ଠାରୁ ପାଇବେ ମୁକ୍ତି। ପ୍ରଥମେ ପାଣି ସହ ଫିଟିକିରି ପାଉଡରକୁ ମିଶାଇ ମୂଷା…

ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଦଳ ଭିତରେ ଅସନ୍ତୋଷର ନିଆଁ

ଭୁବନେଶ୍ବର: କୋଉଠି ବିରୋଧ ତ କେଉଁଠି ବିଦ୍ରୋହ l କେଉଁଠି ଚାପା ଗୁଞ୍ଜରଣ ତ କେଉଁଠି ଖୁଲମଖୁଲା ପ୍ରତିବାଦ l ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ-ଅନେକ ଜାଗାରେ ବିଜେପି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ପାଇଁ ଅସନ୍ତୋଷ ହିଁ ଅସନ୍ତୋଷ l ଦଳ ଭିତରେ ଦଳ ପ୍ରତି ରଣହୁଙ୍କାର l ଆଉ କିଛି…

ନିର୍ବାଚନ ଲଢ଼ିବେ ଇନ୍ଦିରା ହତ୍ୟାକାରୀଙ୍କ ପୁଅ ସରବଜିତ ସିଂ

ଚଣ୍ଡିଗଡ: ନିର୍ବାଚନ ଲଢିବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ବିଅନ୍ତ ସିଂଙ୍କ ପୁଅ ସରବଜିତ ସିଂ । ୪୫ ବର୍ଷୀୟ ସରବଜିତ ସିଂ ପଞ୍ଜାବର ଫରିଦକୋଟ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ । ଏନେଇ ସେ ଗୁରୁବାର ସୂଚନା ଦେଇଛନ୍ତି । ପୂର୍ବରୁ ସେ…

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ

କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । ଫୁସଫୁସ୍‌ ଜନିତ ସମସ୍ୟାରେ ପୀଡ଼ିତ ଥାଇ କିଛି ଦିନ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ଥିଲେ ।…

ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ କାଉଣ୍ଟର କରିବାକୁ ବିଜେପି କଲା ବଡ଼ ଘୋଷଣା

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ତା'ର ନିର୍ବାଚନୀ ଇସ୍ତାହାରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ପ୍ରକାଶ କରିଛି। ଦଳ କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଭତ୍ତା ଦିଆଯିବ। ବିଶେଷ କରି ରାଜ୍ୟରେ ପାରମ୍ପରିକ ଭାବେ ଆଧିପତ୍ୟ ବଜାୟ ରଖିଥିବା ବିଜୁ ଜନତା ଦଳ…

ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ଚୟନକୁ ସମାଲୋଚନା କଲା ବିଜେପି

ଭୁବନେଶ୍ୱର: ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ତେବେ ଏହି ପଦକ୍ଷେପକୁ ଭାରତୀୟ ଜନତା ପାର୍ଟି (ବିଜେପି) ସମାଲୋଚନା କରିଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ଚୟନ ସମ୍ବଲପୁର ପାଇଁ ବିଜେଡିର ଘୃଣାକୁ ଦର୍ଶାଉଛି ବୋଲି ସମ୍ବଲପୁର…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓଡ଼ିଶା ପ୍ରଭାରୀ ବିରେନ୍ଦର ସିଂ କାଡିଆନ

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ କିଛିଟା ଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ବଳ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ ଦୁଇ ଦିବସୀୟ ଓଡିଶା ଗସ୍ତରେ ଆସିବେ ଆପ୍ ଦିଲ୍ଲୀ କ୍ୟାଣ୍ଟ ବିଧାୟକ ତଥା ଓଡିଶା ପ୍ରଭାରୀ ବିରେନ୍ଦର ସିଂ କାଡିଆନ୍। ଅପ୍ରେଲ ୧୩ ତାରିଖ ଏବଂ ୧୪…

ବିଜେପି ବଦଳାଇବ ଟିକେଟ !

ଭୁବନେଶ୍ୱର: କୋଉଁଠି ବିରୋଧ ତ କେଉଁଠି ବିଦ୍ରୋହ । କେଉଁଠି ଚାପା ଗୁଞ୍ଜରଣ ତ କେଉଁଠି ଖୁଲମଖୁଲା ପ୍ରତିବାଦ । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ-ଅନେକ ଜାଗାରେ ବିଜେପି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ପାଇଁ ଅସନ୍ତୋଷ ହିଁ ଅସନ୍ତୋଷ । ଦଳ ଭିତରେ ଦଳ ପ୍ରତି ରଣହୁଙ୍କାର । ଆଉ କିଛି…

ଅରୁଣାଚଳ ପ୍ରଦେଶକୁ ଚାଲାଣ ହେଉଥିବା ୧୮ ଲକ୍ଷ ଟଙ୍କାର ଖଇର କାଠ ଜବତ

ବରଗଡ଼: ବନ ବିଭାଗକୁ ବଡ଼ ସଫଳତା। ଏକ ଖଇର କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାରଙ୍କ ନିର୍ଦ୍ଦେଶ ଓ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକଙ୍କ ନେତୃତ୍ଵରେ ବରଗଡ଼ ବନାଞ୍ଚଳ…