Latest Odisha News

BREAKING NEWS

ଦୃଢ଼ତାର ସହ ନିର୍ବାଚନ ଲଢ଼ିବୁ: ବିଜୟପାଲ ସିଂ ତୋମାର 

ଭୁବନେଶ୍ୱର:  ପୂରା ରଣନୀତି ସରିଛି, ବୈଠକ ପରେ  ସବୁ ଜଣାପଡ଼ିବ । ଦୃଢତାର ସହ ନିର୍ବାଚନ ଲଢ଼ିବୁ ବୋଲି ଆଜି  ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି  ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର  କହିଛନ୍ତି । ଆଜି ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ ।…

ତ୍ରିକୋଣୀୟ ପ୍ରେମ, ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମ ପରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା । ରାଜଧାନୀରେ ଘଟିଛି ଏହି ହତ୍ୟାକାଣ୍ଡ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ପ୍ରେମିକା ହତ୍ୟା କରିଥିବା ସୂଚନା ରହିଛି । ମୃତକ ଯୁବକ ହେଲେ ଅଞ୍ଜନ । ଦେଖା କରିବା…

ଏନଏସି ଦାବିରେ ତିହିଡି ବନ୍ଦ

ଭଦ୍ରକ: ଥମୁନି ଏନଏସି ଦାବି । ଭଦ୍ରକ ଜିଲ୍ଲା ତିହିଡିକୁ ଏନଏସି ମାନ୍ୟତା ଦାବି ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛି ତିହିଡି ନାଗରିକ ମଞ୍ଚ । ବନ୍ଦକୁ ସମର୍ଥନ କରି ଦୋକାନ ବଜାର, ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଛି…

ପ୍ରତିମାସରେ ୫ କୋଟି ନିର୍ବାଚନୀ ବଣ୍ଡ ଦାନକୁ ନେଇ କିରଣ ମଜୁମଦାର ସ’ଙ୍କ ପ୍ରତିକ୍ରିୟା; ଏହା ଭୁଲ, ଆପଣ ଗଣିତକୁ…

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡକୁ ନେଇ ବାୟୋକନ୍ ଲିମିଟେଡର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ କିରଣ ମଜୁମଦାର ସ’ଙ୍କ ଅଜବ ପ୍ରତିକ୍ରିୟା  । ଆପଣ ଯାହା ଭାବୁଛନ୍ତି ତାହା ଭୁଲ  । ଆପଣ ଏ ଗଣିତକୁ ବୁଝନ୍ତୁ । ମାଇକ୍ରୋବ୍ଲଗିଂ ୱେବସାଇଟ ଏକ୍ସରେ ଜଣେ ୟୁଜର କିରଣ ମଜୁମଦାର ସ’ଙ୍କ କମ୍ପାନୀ ଦାନ…

ଆଜି ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ବର: ଆଜି ଓଡ଼ିଶା ବିଜେପି ନିର୍ବାଚନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଏହି ବୈଠକ ।ବୈଠକରେ ନିର୍ବାଚନରେ ସମସ୍ତ ସିଟ୍ ନେଇ ଆଲୋଚନା ହେବ । ଏଥିରେ ଦଳ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରିବ । ମିଟିଂ ମିଟିଂର ସବିଶେଷ…

ନିର୍ବାଚନୀ ବିଗୁଲ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିଠି

ନୂଆଦିଲ୍ଲୀ:ଆଜି ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ନିର୍ବାଚନ କମିଶନ ଦିନ ୩ଟାରେ ପ୍ରେସ କନଫେରନ୍ସ ଜରିଆରେ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହା ସହ ଓଡ଼ିଶା ସିକିମ୍, ଅରୁଣାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ବିଧାନସଭା ତାରିଖ…

ରାଜ୍ୟ ଓ ଜିଲ୍ଲା କ୍ରୀଡ଼ା ସଙ୍ଘଙ୍କ ବାର୍ଷିକ ଅନୁଦାନ ରାଶି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ସଙ୍ଘ ଏବଂ ଜିଲ୍ଲା କ୍ରୀଡ଼ା ସଙ୍ଘ ମାନଙ୍କ ଅନୁଦାନ ରାଶିକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି । ଏହା ୨୦୨୩-୨୪ ବର୍ଷ ଠାରୁ ଲାଗୁ ହେବ। ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ 'କ' ବର୍ଗ ଯଥା ଆଥଲେଟିକ୍ସ, ହକି, ଭାରୋତ୍ତୋଳନ,…

ବିଜେଡି-ବିଜେପି ମେଂଟ : ସସପେନ୍ସ ବଢାଇଲେ ଶାହା!

ଭୁବନେଶ୍ବର: ଏକାଠି ନା ଏକା ଏକା ଲଢିବେ ବିଜେଡି-ବିଜେପି ! ଶଙ୍ଖ-ପଦ୍ମ ପୁନର୍ବିବାହ ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଚ୍ଛେଦ! ଫେଲ୍ ମାରିଲା କି ଆଲୋଚନା ! ଅନ୍ଦର ମହଲରେ ଚର୍ଚ୍ଚା, ଆଗାମୀ ନିର୍ବାଚନରେ ଏକାଠି ଲଢିବେନି ବିଜେଡି ଓ ବିଜେପି! ହେଲେ ଇଣ୍ଡିଆ ଟୁଡେ କନକ୍ଲେଭରେ ଅମିତ ଶାହାଙ୍କ…

ଟି୨୦ ବିଶ୍ୱକପ : ନକଆଉଟ ମ୍ୟାଚ ପାଇଁ ରିଜର୍ଭ ଡେର ଘୋଷଣା କଲା ଆଇସିସି

ଦୁବାଇ: ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି୨୦ ବିଶ୍ୱକପ ୨୦୨୪ ଆୟୋଜନ କରିବେ । ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ନକଆଉଟ ପର୍ଯ୍ୟାୟ ପାଇଁ ବଡ ଘୋଷଣା କରିଛି । ବର୍ଷା କିମ୍ବା ଅନ୍ୟ ଅସୁବିଧା ଯୋଗୁ ମ୍ୟାଚ ଖେଳାନ ଯାଇ ପାରିଲେ ରିଜର୍ଭ ଡେରେ ଏହା ଆୟୋଜିତ ହେବ । ସେମିଫାଇନାଲ…

ବିବାହ ପରେ ବି ଭାରତୀୟ ଯୋଡି ପରସ୍ପରକୁ ଠକୁଛନ୍ତି : ଷ୍ଟଡି

ନୂଆଦିଲ୍ଲୀ: ଅନ୍ୟ ଦେଶ ପରି ଭାରତରେ ମଧ୍ୟ ବିବାହିତ ଯୋଡି ପରସ୍ପରକୁ ଠକିବା ଆରମ୍ଭ କରିଛନ୍ତି । ଏକ୍ସଟ୍ରା ମ୍ୟାରିଟେଲ ଡେଟିଂ ଆପ ଗ୍ଲୀଡନ ପକ୍ଷରୁ ଏହି ତଥ୍ୟ ରଖାଯାଇଛି । ବିବାହ ପରେ ବି ଅନ୍ୟ ସହିତ ସମ୍ପର୍କ ରଖିବାକୁ ପଛାଉ ନାହାନ୍ତି । ଏହି ଷ୍ଟଡିରେ ୨୫ରୁ ୫୦ ବର୍ଷ ମଧ୍ୟରେ ଟିୟର ୧,…