ପାରାମିଲିଟାରୀ ଫୋର୍ସର ଯବାନଙ୍କ ପାଇଁ ବଡ ଘୋଷଣା, କ୍ୟାଣ୍ଟିନ ସାମଗ୍ରୀ ପାଇଁ ଦେବେ ଅଧା ପ୍ରତିଶତ ଜିଏସଟି
ନୂଆଦିଲ୍ଲୀ: ପାରାମିଲିଟାରୀ ଫୋର୍ସକୁ କେନ୍ଦ୍ର ସରକାରଙ୍କ ବଡ ଉପହାର। ପାରାମିଲିଟାରୀ ଫୋର୍ସର ଯବାନ ମାନଙ୍କୁ କ୍ୟାଣ୍ଟିନ ସାମଗ୍ରୀ ଉପରେ ଦେବାକୁ ପଡିବ ମାତ୍ର ୫୦ ପ୍ରତିଶତ ଜିଏସଟି । ଗୃହ ମନ୍ତ୍ରଣାଳୟ CAPF କ୍ୟାଣ୍ଟିନରେ ତଥା କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର (KPKB)ରେ ଉପଲବ୍ଧ…