ମେଣ୍ଟକୁ ମାୟାବତୀଙ୍କ ନା; ‘ଲୋକସଭା ନିର୍ବାଚନ ଏକାକୀ ଲଢିବ ବିଏସପି’
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଘୋଷଣା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହା ଭିତରେ ଲୋକସଭା ନିର୍ବାଚନକୁ ନେଇ ବହୁଜନ ସମାଜ ପାର୍ଟି ବଡ ଘୋଷଣା କରିଛି । ବିଏସପି ନିର୍ବାଚନରେ ଏକାକୀ ଲଢିବ ବୋଲି ଦଳ ସୁପ୍ରିମୋ ମାୟାବତୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ଦୀର୍ଘ ଦିନ ଧରି…