Latest Odisha News

BREAKING NEWS

ପୁଣି ବିବାଦରେ ଏଲଭିସ୍ ଯାଦବ, ଜଣଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ଏଲଭିସ୍ ଯାଦବ । ଜଣକୁ ମାଡ଼ ମାରିବା ସହ ହତ୍ୟା ଧମକ ଦେବା ଘଟଣାରେ ବିଗ୍‌ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବଙ୍କ ବିରୋଧରେ ଗୁରୁଗ୍ରାମ ଥାନାରେ ମାମଲା ରୁଜୁ ହୋଇଛି । ଏଲଭିସ୍ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗିଡ଼ାପଦର ଗାଁରେ ମାଓବାଦୀଙ୍କ ଏହି ବର୍ବରତା ଦେଖିବାକୁ ମିଳିଛି । ମୃତ ଦମ୍ପତି ହେଉଛନ୍ତି ଡାହିରା କହଁର ଓ ବତସୀ…

ଓଡ଼ିଶା ଲଲିତ କଳା ଏକାଡ଼େମର ରାଜ୍ୟସ୍ତରୀୟ ମହିଳା ଚିତ୍ର ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଲିତ କଳା ଏକାଡ଼େମୀ , ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସ୍ଥାନୀୟ ପାନ୍ଥନିବାସଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର…

ବଡଦେଉଳରୁ ଖସିଲା ପଥର, କାହାର କିଛି କ୍ଷତି ହୋଇନାହିଁ

ପୁରୀ: ଶ୍ରୀମନ୍ଦିରରୁ ଖସିପଡିଲା ପଥର । ଶ୍ରୀମନ୍ଦିରର ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ଶନିବାର ଭୋରରୁ ପଥର ଖସିପଡିଥିବା ଜଣାପଡିଛି । ASI ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେଠାରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି ।…

ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାକା କଲା ଫିଲ୍ମ ‘ଶୈତାନ’, ଜାଣନ୍ତୁ କେତେ କରିଛି ସଂଗ୍ରହ

ମୁମ୍ବାଇ: ଶୁକ୍ରବାର ଅର୍ଥାତ୍ ୮ ମାର୍ଚ୍ଚରେ ରିଲିଜ ହୋଇଯାଇଛି ଅଜୟ ଦେବଗାନ୍, ଆର ମାଧବନ୍ ଏବଂ ଜ୍ୟୋତିକା ଅଭିନୀତ ଫିଲ୍ମ 'ଶୈତାନ'। ଟିଜର ରିଲିଜ ହେବା ଦିନଠାରୁ ଏହି ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଲାଗିରହିଥିଲା । ପ୍ରଥମ ଦିନରେ ବହୁତ ଭଲ ରେସପନ୍ସ ମିଳିଛି ।…

ଏକ ଦଶନ୍ଧି ପରେ ଲୋକସଭା ନିର୍ବାଚନକୁ ଓହ୍ଲାଇବେ ଭୂପେଶ ବଘେଲ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରାୟ ଏକ ଦଶନ୍ଧି ପରେ ଲୋକସଭା ନିର୍ବାଚନୀ ରେସକୁ ଫେରିଛନ୍ତି ।  ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ ଭୂପେଶ ବଘେଲଙ୍କ ନାଁ ରହିଛି । ବଘେଲ ବିଜେପିର…

ମହିଳା ଡେଲିଭରି ପାର୍ଟନରଙ୍କ ପାଇଁ ଜୋମାଟୋ ଲଞ୍ଚ କଲା ପକେଟ୍ କୁର୍ତ୍ତା

ନୂଆଦିଲ୍ଲୀ: ଜୋମାଟୋ ଡେଲିଭରି ପାର୍ଟନର ଏବେ ନୂଆ ରୂପେରେ ଦେଖିବାକୁ ମିଳିବେ । ମହିଳା ଦିବସ ଅବସରରେ ମହିଳା ଡେଲେଭରି ପାର୍ଟନର ଙ୍କ ପାଇଁ କୁର୍ତ୍ତା ଲଞ୍ଚ କରିଛି । କମ୍ପାନୀ କହିଛି ଯେ, 'ମହିଳା ଡେଲିଭରି ପାର୍ଟନରମାନେ ଓ୍ବେଷ୍ଟର୍ଣ୍ଣ ଷ୍ଟାଇଲ୍ ଜୋମାଟୋ ଟି-ସାର୍ଟକୁ ନେଇ ଅସନ୍ତୋଷ ଥିଲେ ।…

ସୋସିଆଲ ମିଡିଆରେ ଘୁରି ବୁଲୁଛି ଲୋକସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪। ତେଣୁ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଅଛନ୍ତି । ତେବେ ଲୋକସଭା ନିର୍ବାଚନ ତାରିଖ ସମ୍ପର୍କରେ ସୋସିଆଲ ମିଡିଆରେ ଏବେ ତାରିଖ  ଭାଇରାଲ ହେବାରେ ଲାଗିଛି । ଭାଇରାଲ ମେସେଜରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୧୯…

କିଛି ଲାଭ, କିଛି କ୍ଷତି: ବିଜେଡି, ବିଜେପି ‘ମେଣ୍ଟ’ର ଅର୍ଥ ଉଭୟ ଦଳ ପାଇଁ କ’ଣ ହୋଇପାରେ?

ସନ୍ଦୀପ ମିଶ୍ର ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମେଣ୍ଟ କରିବେ ନା କରିବେନି? ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଉଭୟ ଦଳ ନିର୍ବାଚନୀ ମେଣ୍ଟ ଆଡ଼କୁ ଆଗେଇ ଆସୁଥିବାରୁ ଓଡ଼ିଶାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିବା…

୩ ଦିନିଆ ଓଡ଼ିଶା ଗସ୍ତରେ ଆପ୍ ନେତା ସୌରଭ ଭରଦ୍ୱାଜ ଓ ବିରେନ୍ଦର ସିଂ, ଆଶାୟୀ ପ୍ରାର୍ଥୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକାକୁ ଦୃଷ୍ଟିରେ ରଖି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ଯାଣ୍ଟର ବିଧାୟକ ବୀରେନ୍ଦ୍ର…