ଭାରତରେ କେବେ ଏବଂ କେଉଁଠାରେ ହେବ ଓସ୍କାର ୨୦୨୪ର ଲାଇଭ ଷ୍ଟ୍ରିମିଂ, ଜାଣନ୍ତୁ
ନୂଆଦିଲ୍ଲୀ: ୯୬ତମ ଏକାଡେମୀ ପୁରସ୍କାର ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢୁଛି | ବହୁ ପ୍ରତୀକ୍ଷିତ ପୁରସ୍କାର କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରେ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡର ପ୍ରେସଟିଜିଅସ ଡଲବି ଥିଏଟରରେ ଅନୁଷ୍ଠିତ ହେବ । ଚତୁର୍ଥ ଥର ପାଇଁ ହାସ୍ୟ ଅଭିନେତା ଜେମି…