Latest Odisha News

BREAKING NEWS

ପୋଡିଯାଇଥିବା କଡେଇକୁ କିପରି କରିବେ ଚକାଚକ୍, ଜାଣନ୍ତୁ ଟିପ୍ସ

ଭୁବନେଶ୍ଵର: ଘରେ ଖାଇବା ପ୍ରସ୍ତୁତ କରିବା ସମୟରେ ଅନେକ ଲୋକ କଡେଇ ତ ବ୍ୟବହାର ନିଶ୍ଚୟ କରୁଥିବେ । ବେଳେ ବେଳେ ଏପରି ହୁଏ ଯେ ରୋଷେଇ କରୁଥିବା ବେଳେ ଖାଦ୍ୟ ପୋଡିଯାଏ । ଯାହାଦ୍ଵାରା ରନ୍ଧା ଯାଉଥିବା କଡେଇ ମଧ୍ୟ ପୋଡି କଳା ପଡିଯାଏ । ସେହିପରି ସବୁଦିନ ଗୋଟେ କଡେଇରେ ଖାଦ୍ୟ ରାନ୍ଧିବା…

ତୁଚ୍ଛ ହେଲା ଚାକିରିଆ ବର: ଖୁସିରେ ଖୁସିରେ ପ୍ରେମିକା ଆପଣାଇନେଲା ବେରୋଜଗାରିଆ ବର

ପାଟଣା: ବିବାହ ପାଇଁ ଆଜିକାଲି କେତେ ବାଛ ବିଚାର ରହୁଛି। ଖାସ କରି କନ୍ୟାପକ୍ଷ ଦେଖନ୍ତି ତାଙ୍କ ଝିଅ ଯେଉଁଠି ବିବାହ କରିବ ସେ ରାଣୀ ହୋଇ ରହୁ। ଧନ ଦୌଲତ ଭର୍ତ୍ତି ହୋଇ ରହୁ। ଆଉ ପୁଅ ଜଣଙ୍କ ମୋଟା ଅଙ୍କର ରୋଜଗାର କରୁଥିବା ଆବଶ୍ୟକ କରନ୍ତି। କିନ୍ତୁ ବିହାରରେ ଘଟିଥିବା ଏକ ଘଟଣା…

ଚର୍ଚ୍ଚାରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର, ପ୍ରାଞ୍ଜଳ ମନ୍ତ୍ର ଉଚ୍ଚାରଣ ସହ କରୁଛନ୍ତି ପୂଜା

ଭୁବନେଶ୍ୱର: ଯେଉଁ ବୟସରେ ଅଧିକାଂଶ ପିଲା ଖେଳ ଓ ଆନନ୍ଦରେ ମଗ୍ନ ଥାଆନ୍ତି, ସେହି ବୟସରେ ନବରଙ୍ଗପୁରର ୧୨ ବର୍ଷୀୟ ଆଶୁତୋଷ ପାତ୍ର ଏକ ରାସ୍ତା ବାଛିଛନ୍ତି- ସେ ଜଣେ ମନ୍ଦିର ପୂଜକ ହୋଇଛନ୍ତି। ନବରଙ୍ଗପୁର ସହରର ପୂଜାରୀ ସାହିର ଏହି ଯୁବକ ନିଜ ମନ୍ତ୍ର ଜପ କରି ଲୋକଙ୍କୁ ଆଶ୍ଚର୍ଯ୍ୟ…

ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼; ଜଣେ ମୃତ

କଟକ: ବଚସାକୁ ନେଇ ଯୁବକଙ୍କୁ ଛୁରାମାଡ଼। ଉକ୍ତ ଘଟଣାରେ ଜଣେ ମୃତ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ର ସିଆରଆରଆଇ ଥାନା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛି।…

ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ହେବେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ। ପୂରଣ ହେବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ନିଆଯାଇଛି ପଦକ୍ଷେପ। ଏବେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କ ନିଯୁକ୍ତି ପ୍ରକ୍ରିୟା…

ଡନ ୩ ପାଇଁ କିଆରା ନେଇଛନ୍ତି ୧୩ କୋଟି !

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମ ପାଇଁ ଷ୍ଟାର କାଷ୍ଟ ଏକପ୍ରକାର ଚୂଡାନ୍ତ ହୋଇଛି । ରଣବୀର ସିଂଙ୍କ ସହ କିଆରା ଆଡଭାନୀ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କିଆରା ତାଙ୍କ କ୍ୟାରିୟରର ସବୁଠାରୁ ଅଧିକ ଅର୍ଥ ଏହି ଫିଲ୍ମ ବାବଦକୁ ନେଇଛନ୍ତି…

ନିର୍ବାଚନର କେଇ ମାସ ପୂର୍ବରୁ ବିଧାୟକ ପଦ ହରାଇଲେ ମହମ୍ମଦ ମୋକିମ

କଟକ: କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ୨୦୧୯ ନାମାଙ୍କନ ସମୟରେ ଅପରାଧିକ ମାମଲା ରୁଜୁ ହୋଇନଥିବା ଅଭିଯୋଗରେ ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଛନ୍ତି। ୨୦୧୯ ଜୁଲାଇ ୩ ତାରିଖରେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଆବେଦନର ଜବାବରେ ଏହି ରାୟ…

ରଣଜୀ ଟ୍ରଫି: ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କଲା ମୁମ୍ବାଇ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ତାମିଲନାଡୁକୁ ପରାସ୍ତ କରି ମୁମ୍ବାଇ ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଶାର୍ଦ୍ଦୁଳ ଠାକୁରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଏକ ଇନିଂସ ଓ ୭୦ ରନରେ ବିପକ୍ଷ ଦଳକୁ ପରାସ୍ତ କରିଥିଲା । ତାମିଲନାଡୁ…

ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହେବାର କିଛି ଦିନ ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୪ ଏପ୍ରିଲରେ ଶେଷ ହେଉଥିବା ୫୭ ଜଣ ରାଜ୍ୟସଭା…

ମାଉଥ ଫ୍ରେସନର ଚୋବାଇବା ପରେ ୫ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟରେ ମାଉଥ ଫ୍ରେସନର ଚୋବାଇବା ପରେ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମିତ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ସାଙ୍ଗମାନଙ୍କ ସହ ଗୁରୁଗ୍ରାମର ସେକ୍ଟର ୯୦ସ୍ଥିତ ଲା ଫରେଷ୍ଟଟା କାଫେକୁ ଯାଇଥିଲେ। ପୁଲିସ କହିଛି ଯେ ଖାଇବା ପରେ…