Latest Odisha News

BREAKING NEWS

‘ମହାରାଣୀ-୩’ ରୁ ‘ମେରୀକ୍ରିସମସ’ ପର୍ଯ୍ୟନ୍ତ ଏହି ସବୁ ଫିଲ୍ମ-ଓ୍ବେବସିରିଜ ଚଳିତ…

ମୁମ୍ବାଇ: ବର୍ତ୍ତମାନ ୱେବ୍ ସିରିଜ୍ ହୁମା କୁରୈଶିଙ୍କ 'ମହାରାଣୀ'ର ସିଜିନ-2 ରୁ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଶୈତାନ 'ପର୍ଯ୍ୟନ୍ତ କିଛି ଦମଦାର ଫିଲ୍ମ ଏବଂ ୱେବ୍ ସିରିଜ୍ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ OTT ରେ ମୁକ୍ତିଲାଭ କରିବାକୁ ଯାଉଛି । ଯାହାକୁ ଆପଣ ଘରେ ବସି ଆରାମରେ ଦେଖିପାରିବେ…

ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି

ଭୁବନେଶ୍ଵର: ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ । ବରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଉଭୟ ବାପ-ପୁଅଙ୍କୁ ଇଡି ସମନ ପଠାଇଥିଲା । କିଛି ଦିନ ତଳେ ବିଧାୟକ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ଦୀର୍ଘ ୮ଘଣ୍ଟା ଧରି ବିଧାୟକ…

ଅନୁଷ୍ଠିତ ହୋଇଛି ଓଡବ୍ଲ୍ୟୁଏମ୍ ର ପ୍ରଥମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଓଡିଶା ୱମେନ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌)ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଓଡିଶା ୱମେନ୍ ଇନ୍ ମିଡିଆ ହେଉଛି ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଏକ ସମୂହ । ଏହି ସମାରୋହରେ ଭୁବନେଶ୍ୱର ମେୟର ଶ୍ରୀମତି…

ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ପୋଷ୍ଟ ସେୟାର କରି ଖୁସି ବ୍ୟକ୍ତ କଲେ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚେନ୍ନାଇରେ ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ତଥା ପ୍ରସିଦ୍ଧ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ସାକ୍ଷାତକାର ସମୟର କିଛି ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଅଭିନେତ୍ରୀଙ୍କୁ ମଧ୍ୟ…

ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜେଫ୍ ବେଜୋସ୍ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ଅନୂସାରେ, ଏକ୍ସ ଓ ଟେସଲା ପରି ବିଶାଳ କମ୍ପାନୀର ମାଲିକ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ…

କବିତା : କ୍ରାନ୍ତିର କଲମ

ପ୍ରିୟମ୍ବଦା ସାମଲ କ୍ରାନ୍ତିର କଲମ ଅଟେ ସେ ବଲମ ଲକ୍ଷ୍ୟ ତାର ଅଭେଦ୍ୟ ଜାଗୃତିର ପଥେ ରଚେ ନବ ରାସ୍ତା କିଛି ନୁହେଁ ତ ଦୁର୍ବୋଧ୍ୟ। ବିଦ୍ରୋହର ସ୍ୱର ଶାଣିତ ମୁନରେ ଅନର୍ଗଳ ନିର୍ଝରିତ ସୃଜନ ତାହାର ଅର୍ଜୁନର ଶର କେବେ ନୁହେଁ ପରାହତ। ଶୋଷଣ ପେଷଣ କଷଣ ଧର୍ଷଣ ହୃଦୟ ଥରାଇ ବସେ…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହି ଅବସରରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି…

କେଉଁ ରୋଗରେ ଅର୍ଜୁନ ଗଛର ଚୋପା ବ୍ୟବହାର କରାଯାଏ? କିପରି କରିବେ ଏହାର ସେବନ ଜାଣନ୍ତୁ…

ନୂଆଦିଲ୍ଲୀ: ଆୟୁର୍ବେଦରେ ଅର୍ଜୁନ ଗଛ ଚୋପା ବା ଛାଲର ବିଶେଷ ମହତ୍ବ ରହିଛି । ଏହି ଗଛର ଚୋପା ପୋଷକ ତତ୍ତ୍ବ ଏବଂ ଫାଇଟୋକେମିକାଲ୍ସରେ ଭରପୂର ଅଟେ । ଏହାକୁ ଅନେକ ହର୍ବାଲ ଉପଚାରରେ ଏକ ଅତ୍ୟାବଶ୍ୟକ ଉପାଦାନ କରିଥାଏ । ଅର୍ଜୁନ ଛାଲରେ ଫ୍ଲୋଭୋନୋଏଡ୍, ଟୈନିନ୍, ଟ୍ରାଇଟରପେନୋଇଡସ୍ ଏବଂ…

ନିର୍ବାଚନ ଆସିବ ଯିବ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ରହିବ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାରକୁ ନେଇ ବଡ଼ ବୟାନ ଦେଇଛନ୍ତି । ଟିଏମସିର କିଛି ନେତା ଦଳ ଛାଡ଼ିବା ନେଇ ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ ଆସିବ ଓ ଯିବ । ହେଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ତାର ଦବଦବା ଜାରି ରଖିବ ।…

ପୋଡିଯାଇଥିବା କଡେଇକୁ କିପରି କରିବେ ଚକାଚକ୍, ଜାଣନ୍ତୁ ଟିପ୍ସ

ଭୁବନେଶ୍ଵର: ଘରେ ଖାଇବା ପ୍ରସ୍ତୁତ କରିବା ସମୟରେ ଅନେକ ଲୋକ କଡେଇ ତ ବ୍ୟବହାର ନିଶ୍ଚୟ କରୁଥିବେ । ବେଳେ ବେଳେ ଏପରି ହୁଏ ଯେ ରୋଷେଇ କରୁଥିବା ବେଳେ ଖାଦ୍ୟ ପୋଡିଯାଏ । ଯାହାଦ୍ଵାରା ରନ୍ଧା ଯାଉଥିବା କଡେଇ ମଧ୍ୟ ପୋଡି କଳା ପଡିଯାଏ । ସେହିପରି ସବୁଦିନ ଗୋଟେ କଡେଇରେ ଖାଦ୍ୟ ରାନ୍ଧିବା…