Latest Odisha News

BREAKING NEWS

ରାଜ୍ୟରେ ଆହୁରି ୩ ଡିଗ୍ରୀ ବଢିବ ରାତି ତାପମାତ୍ରା, ୨୦ ଯାଏଁ ଜାରି ରହିବ ଘନ କୁହୁଡି

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ରାତି ତାପମାତ୍ରା ବୃଦ୍ଧି ହେତୁ ଶୀତର ପ୍ରକୋପ କମୁଛି । ଅଧିକାଂଶ ସ୍ଥାନରେ ୧୫ ଡିଗ୍ରୀରୁ ଅଧିକ ରହିଛି ରାତି ତାପମାତ୍ରା । ଆହୁରି ତିନି ଡିଗ୍ରୀ ବଢିବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ହେଲେ ଏପର୍ଯ୍ୟନ୍ତ କୁହୁଡିରୁ ନିସ୍ତାର ମିଳିନି । ଏବେବି…

ଶିଶୁ କବିତା : ଆହା କି ସୁନ୍ଦର ଲାଗେ

ପ୍ରତିଭା ସାହୁ  ଆହା କି ସୁନ୍ଦର ଲାଗେ ସୁନେଲି ସୂରୁଯ ନୀଳ ଆକାଶେ ଦେଖିଲେ ଇନ୍ଦ୍ରଧନୁ ମୂରୁଯ । ଆହା କି ସୁନ୍ଦର ଲାଗେ ପାହାଡ଼ି ଝରଣା ରାତ୍ରିର ଆକାଶେ ହସେ ଜହ୍ନର ଜୋଛନା । କେରୀ କେରୀ ଵଉଳର ମିଠା ମିଠା ବାସ୍ନା ମଧୁର ଜଳରେ ମେଣ୍ଟେ ସଭିଙ୍କର ତୃଷ୍ଣା । ଭଲ ଲାଗେ…

କବିତା : ତା’ର ହସ

ପ୍ରସେନଜିତ୍ ସେଠୀ ସେ କେବେ ହସିଥିଲା, ଜଣା ନାହିଁ ବାସ୍, ହସି ଦେଇଥିଲା ନଜାଣି ତା ହସିବାର କାରଣଟା । ଅସହାୟତାର ଅସହନୀୟ ବୋଝକୁ ମୁଣ୍ଡରେ ଲଦି ସେ ତାର ପସରା ମେଲାଇ ଦେଇଥିଲା ଏକ ଅଦ୍ଭୁତ ଅଟ୍ଟହାସ୍ୟ ସାଥେ । ତା ପାଖରେ ଯାହା ଥିଲା ଖାଲି ତାକୁ ହିଁ ଜଣା ହେଲେ ଅଭାବୀ…

ଦେବବ୍ରତ ମଦନରାୟଙ୍କୁ ‘ଜଗଦୀଶ କଥା ସମ୍ମାନ’ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭୁବନେଶ୍ୱର : ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ଆନୁକୂଲ୍ୟରେ ସ୍ଥାନୀୟ ରେଡକ୍ରସ ଭବନଠାରେ ‘ଜଗଦୀଶ ଜୟନ୍ତୀ’ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଲେଖିକ ଦେବବ୍ରତ ମଦନରାୟ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ଗାଳ୍ପିକା ପ୍ରଜ୍ଞା ପ୍ରବର୍ତ୍ତିକା…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ପୂର୍ବ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ଓ ବିହାର ମୁକାବିଲା ତାଙ୍କ କ୍ୟାରିୟର ଶେଷ ମ୍ୟାଚ ହେବ । ଏଥିସହ ୧୯ ବର୍ଷର ତାଙ୍କ…

୫୦ ବର୍ଷ ମଧ୍ୟରେ ୨୬ ଲକ୍ଷ ବର୍ଷ ତଳର ସାଗର ଶୁଖିଗଲା

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କଲାଣି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ମନୁଷ୍ୟକୁ ଚେତାଇଲେ ମଧ୍ୟ ସେମାନେ ବଦଳୁ ନାହାନ୍ତି । ନିକଟରେ ନାସା ଏକ ଫଟୋ ଶେୟାର କରି ଏହାର ଉଦାହରଣ ଦେଇଛି । କାଜକସ୍ତାନ ଓ ଉଜବେକିସ୍ତାନ ମଧ୍ୟରେ ଏକ…

ରଣଜୀ ଟ୍ରଫି: ଓଡିଶା ୪୪୦ ରନ ଜବାବରେ ଦିଲ୍ଲୀ ୧୮୭/୨

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୪୪୦ ରନ ଜବାବରେ ଦିଲ୍ଲୀ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଛି । ୟଶ ଢୁଲ ୫୭ ରନ କରି ଅପରାଜିତ ରହିଛନ୍ତି । ଗଗନ ଭ୍ୟାଟ୍ସ ୬୬ ଓ ଅନୂଜ ରାୱତ ୪୦ ରନ କରିଛନ୍ତି । ଏଲିଟ ଗ୍ରୂପ…

ସୁପରଷ୍ଟର ୟଶ ଦୋକାନକୁ ଯାଇ କିଣିଲେ ଚକୋଲେଟ, ପ୍ରଶଂସକ ସ୍ତବ୍ଧ

ବାଙ୍ଗାଲୋର: କୌଣସି ବଡ ସୁପରଷ୍ଟାରକୁ ଆପଣମାନେ ସାଧାରଣ ଏକ ଜେନେରାଲ ଷ୍ଟୋରରେ ନିଜେ ଯାଇ ପତ୍ନୀଙ୍କ ପାଇଁ ଚକୋଲେଟ କିଣିବା ଦେଖିଛନ୍ତି । ଏହାର ଅଧିକାଂଶ ଉତର ନାଁ ହେବ । ତେବେ କନ୍ନଡ ସୁପରଷ୍ଟାର ୟଶ ସ୍ଥାନୀୟ ଏକ ମନ୍ଦିରକୁ ଯିବା ସମୟରେ ବାଟରୁ ପତ୍ନୀଙ୍କ ପାଇଁ ନିଜେ ଯାଇ ଏକ ଆଇସକ୍ୟାଣ୍ଡି…

ଯଶସ୍ୱୀଙ୍କ ଶତକ : ଭାରତ ୩୨୨ ରନରେ ଅଗ୍ରଣୀ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୨୨ ରନର ଅଗ୍ରଣୀ ହାସଲ କରି ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୧୯୬ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲ ୧୦୪ ରନ କରି ରିଟାୟରହର୍ଟ…

ଆସନ୍ତୁ ଜାଣିବା କିଏ ସେ ନାଭଲନୀ, ଯିଏ ପୁତିନଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲେ

ମସ୍କୋ: ରୁଷିଆରେ ଭ୍ଲାଡିମିର ପୁତିନଙ୍କ ବିରୋଧୀ ଭାବେ ପରିଚିତ ରାଜନେତା ଅଲେକ୍ସି ନାଭଲନୀଙ୍କ ପରଲୋକ ହୋଇଯିବା ସାରା ବିଶ୍ୱକୁ ଚକିତ କରିଛି । ରୁଷ ଅଧିକାରୀଙ୍କ ଅନୁସାରେ ଶୁକ୍ରବାର ଜେଲରେ ତାଙ୍କର ମୃତ୍ୟୁ ଘଟିଥିଲା । ସଂଯୁକ୍ତ ରାଷ୍ଟ୍ର ଏହି ମୃତ୍ୟୁର ନିରପେକ୍ଷ ଯାଂଚ ହେବା ଉଚିତ ବୋଲି…