ଶ୍ରୀମନ୍ଦିର ଭିତରେ ବିଦେଶିନୀ, ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ
ପୁରୀ: ପୁରୀ ଶ୍ରୀମନ୍ଦିରରେ ପଶିଗଲେ ଜଣେ ଅଣହିନ୍ଦୁ । ସମ୍ପୃକ୍ତ ଅଣହିନ୍ଦୁ ଜଣକ ହେଉଛନ୍ତି ଜଣେ ବିଦେଶିନୀ । ଯାହର ଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବିଦେଶୀ ମହିଳା ଜଣକ ଶ୍ରୀମନ୍ଦିର ଭିତରୁ ବାହାରୁଥିବାର ଦେଖିବାକୁ ମିଳିଛି । ଭିଡିଓ ରେ ମହିଳା ଜଣଙ୍କ…