Latest Odisha News

BREAKING NEWS

ଦୁର୍ଘଟଣା ପରେ ବସ୍ ରେ ଲାଗିଲା ନିଆଁ, ୧୩ଜଣ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପରସ୍ପର ସହ ଧକ୍କା ହେବା ଫଳରେ ବସ୍ ରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ୧୩ଜଣ । ମଧ୍ୟପ୍ରଦେଶର ଗୁନାଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଦୁଇ ପଟରୁ ଆସୁଥିବା ଏକ ବସ୍ ଓ ଟ୍ରକ୍ ପରସ୍ପର ସହ…

ଶୀତଦିନେ ବେଶି ଖାଆନ୍ତୁନି ଏହି ପରିବା !

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧାରଣତଃ ବିଭିନ୍ନ  ପ୍ରକାର ପନି ପରିବା ଖାଇଥାଉ  । ସେଥିମଧ୍ୟରୁ  ପାଳଙ୍ଗ ଶାଗ ଅନ୍ୟତମ  । ଗାଁର ଲୋକପ୍ରିୟ ପନିପରିବା ମଧ୍ୟରେ ଏହି ପରିବା ଏକ ପୁଷ୍ଟିକର ଖାଦ୍ୟ ଭାବରେ ଜଣାଶୁଣା । କିନ୍ତୁ ଅନେକ ସମୟରେ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ବାରା ଏହା…

ଘନ କୁହୁଡି ହେଲା କାଳ : ଟ୍ରକକୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍, ୮ ଆହତ

ସୁବର୍ଣ୍ଣପୁର : ଘନ କୁହୁଡି ହେଲା କାଳ। ସୁବର୍ଣ୍ଣପୁର ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ କଦମତଲ ନିକଟରେ ଟ୍ରକ କୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍ । ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି  । ଆହତ ମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ସମୟ କହିବ କିଏ କାହାର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍

ଭୁବନେଶ୍ବର : ସମୟ କହିବ କିଏ କାହାରର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍ ହୋଇଛି । ଅନନ୍ୟା ଫିଲ୍ମ ପ୍ରେଜେଣ୍ଟ୍ସ ବ୍ୟାନରରେ ପ୍ରଭାତି ଆଚାର୍ଯ୍ୟଙ୍କ ଦ୍ବାରା ଏହି ଫିଲ୍ମ ଟି ନିର୍ମିତ ହୋଇଛି । ରମେଶ ସିଂ ଏହି ଚଳଚିତ୍ରର ସହ  ପ୍ରଯୋଜକ ଥିବାବେଳେ  ଭେଟେରାନ୍ ହାସ୍ୟ ଅଭିନତା ବ୍ରଜ ସିଂ…

ଚନ୍ଦ୍ରପୁର ମେଡିକାଲ ଓ୍ବାଡେନଙ୍କ ହତ୍ୟାକାରୀକୁ ଧରିବା ଦାବିରେ ରାୟଗଡା ବନ୍ଦ

ରାୟଗଡା : ମା ଗୃହ ଓ୍ବାଡେନ୍ ଙ୍କ ଦରପୋଡା ମରଶରୀର ଉଦ୍ଧାର ଘଟଣାରେ ରାୟଗଡା ଜିଲ୍ଲା ବନ୍ଦ  । ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ରୁ  ରାୟଗଡା ସହରର କପିଳାସ ଛକଠାରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ…

ଟ୍ରକକୁ ପଛରୁ ପିଟିଲା ସ୍କୁଲ ପିକନିକ୍ ବସ୍ : ୩ ଆହତ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର : ଟ୍ରକକୁ ପଛରୁ ପିଟିଲା ସ୍କୁଲ ବସ୍  । ୩ଜଣ  ପିଲା ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ ନଂ ଜାତୀୟ ରାଜପଥ ର ଧକୋଠା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସ୍ ପିକନିକ୍ ଯାଉଥିବା ବେଳେ ବସଟି ହଠାତ୍ ଯାଇ ଟ୍ରକ ପଛରୁ ପିଟିଥିଲା  । ସ୍ଥାନୀୟ ଲୋକଙ୍କ…

ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଆହତ

ଭୁବନେଶ୍ୱର: ଗୁରୁବାର ସକାଳେ ମଞ୍ଚେଶ୍ୱର ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ଟିମର ମିଳିତ ଉଦ୍ୟମରେ ଏନକାଉଣ୍ଟର ପରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଗିରଫ କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ହିଂସାତ୍ମକ ଓ ବେପରୁଆ ଆଚରଣ ପାଇଁ ଜଣାଶୁଣା ରଘୁ…

ମୁସଲିମ ଲିଗରେ ଲାଗିଲା ପ୍ରତିବନ୍ଧକ: ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି । ବାସ୍ତବରେ ଜମ୍ମୁ-କଶ୍ମୀରରେ ମୁସଲିମ ଲିଗ ଉପରେ ପ୍ରତିବନ୍ଧକ ଲଗାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ଏହି ଘୋଷଣା କରିଛନ୍ତି । ଆସନ୍ତା…

ଓଲଟିଲା କୁକୁଡା ବୋଝେଇ ଗାଡି, ବୋହିନେଲେ ଲୋକେ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ଘଟିଛି । ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଥିବା ଗାଡି ମଧ୍ୟରେ ଏକ କୁକୁଡ଼ା…

ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଉପରେ କଟାକ୍ଷ, ଭାରତୀୟଙ୍କୁ ବୋକା ବନାଇପାରିବେ ନାହିଁ କହିଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଆଗାମୀ 'ଭାରତ ନ୍ୟାୟ ଯାତ୍ରା'କୁ ବିଜେପି ହାଲୁକା ଭାବେ ଗ୍ରହଣ କରି କହିଛି ଯେ ସ୍ଲୋଗାନ୍ ଏବଂ ଶବ୍ଦ ଭାରତୀୟଙ୍କୁ ବୋକା ବନେଇପାରିବ ନାହିଁ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନଲିନ କୋହଲି ଗ୍ରାମୀଣ ବିଦ୍ୟୁତୀକରଣ, ମାଗଣା ରାସନ, ସୁଲଭ…