Latest Odisha News

BREAKING NEWS

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଅସୁସ୍ଥ ଦନ୍ତାହାତୀ

ୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ବନବିଭାଗ ଅଧିନ କାଞ୍ଚନପୁର କାଜୁ ଜଙ୍ଗଲରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି । ଦନ୍ତା ଟି ଅସୁସ୍ଥ ଥିବାବେଳେ, ଗତ ତିନି ଦିନ ଧରି ଚିକିତ୍ସା ଚାଲିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ମୃତ୍ୟୁ ଘଟିଛି । ସୂଚନା ମୁତାବକ, କିଛି ଦିନ ପୂର୍ବେ…

ହାଡଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ବାସ୍ କ୍ଷୀରରେ ମିଶାନ୍ତୁ ଏହି ଜିନିଷ, ଛୁଇଁ ପାରିବାନି କୌଣସି ରୋଗ…

ଭୁବନେଶ୍ଵର: ଶୀତଦିନେ ବିଶେଷ ଭାବରେ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିଥାଏ । ନଚେତ୍ ଅନେକ ରୋଗର ଆଶଙ୍କା ବଢିଯାଏ | ଅତ୍ୟଧିକ ଥଣ୍ଡା ହେତୁ ସ୍ୱାସ୍ଥ୍ୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ | ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସର୍ବଦା ମୋଟା ପୋଷାକ ପିନ୍ଧିବାକୁ ପରାମର୍ଶ…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନଠାରେ, ଆୟୋଜିତ ୧୮ ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଯାପିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର ଅତିଥି…

କବିତା : ଜୀବନ ଫୁଲ

ରଞ୍ଜିତା ହୋତା କାନନେ ଫୁଟେ କୁସୁମ କଳି, ବିବିଧ ବାସ,ରଙ୍ଗେ ଝଳି, ମଉଳି ପୁଣି ଝରଇ ମାଟି ଦେହେ । ଜୀବନ ବନେ ଯେ ଫୁଲ ଫୁଟେ, ବୃନ୍ତ ତା'ର କେବେ କି ତୁଟେ ? ଦୀପ୍ତହୋଇ ଅନ୍ତରେ ସେ ଶୋହେ। ହୃଦଫଳକେ 'ପ୍ରଣୟ ଜବା', ମୁଗ୍ଧ କରେ ଲୋହିତ ଆଭା, କିମିଆଁ କରେ କୋଟି ମରମ ତଳ।…

ଆଜିଠୁ ଭୁବନେଶ୍ବର ରୁ ଝାରସୁଗୁଡାକୁ ଉଡିବ ବିମାନ, ସେପଟେ ପ୍ରଥମ ଦିନରେ ରାଉରକେଲାରୁ ବିମାନସେବା ବାତିଲ

ଭୁବନେଶ୍ବର: ରାଜ୍ୟରେ ବ୍ୟାପକ ହେଉଛି ବିମାନ ସେବା । ଲୋକଙ୍କ ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟସାରକାର ବିମାନ ସେବାରେ ଏହି ନୂଆ ପଦକ୍ଷେପ ମାନ ନେଉଛନ୍ତି । ଏନେଇ ଆଜି ଠାରୁ ଭୁବନେଶ୍ବରରୁ ଝାରସୁଗୁଡାକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବ ଆଲିଆନ୍ସ ଏୟାର । ଏହା…

ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର

ନୂଆଦିଲ୍ଲୀ: ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର । ଏହାକୁ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏପରି ଏକ…

ଦେବତାଙ୍କ ଆଶିଷ ଲାଭ ପାଇଁ ଆଙ୍ଗୁଠି କାଟୁଥିଲେ ପ୍ରାଚୀନ ମଣିଷ

ନୂଆଦିଲ୍ଲୀ: ଆଜିକାଲି ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଲୋକେ ଅନ୍ୟଠୁ ଭିନ୍ନ ଦେଖାଯିବାକୁ ଲୋକ ଓଠରେ ଲିପ ଫିଲର କରି ଓଠକୁ ମୋଟା କରିବା ସହ ଆକର୍ଷଣୀୟ କରୁଛନ୍ତି ତ ଆଉ କିଏ ନିଜ ଜିଭକୁ ଦି ଭାଗ କରୁଛନ୍ତି । ଆଉ କେହି କେହି ନକଲି ସିଙ୍ଗ ମଧ୍ୟ…

ଏଣିକି ରାତିରେ ପାଟ୍ରେଲିଂ କରିବେ ଆଇଆଇସି

ଭୁବନେଶ୍ୱର: ଆଉ ଥାନାରେ ବସି ରହିବେ ନାହିଁ ଥାନା ଅଧିକାରୀ । ଏଣିକି ରାତିରେ ପ୍ରତ୍ୟେକ ଗଳିକନ୍ଦିରେ ବୁଲିବେ ଥାନା ଅଧିକାରୀମାନେ । ତାହା ପୁଣି ସପ୍ତାହରେ ଦୁଇ ଦିନ । କେବଳ ସେତିକି ନୁହେଁ, ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁ ଥାନା ଅଧିକାରୀ…

ପୁରୁଷ ଦ୍ୱିତୀୟ ବିବାହ ନ କଲେ ଗାଁରୁ ବାହାର କରିଦିଆଯାଏ

ରାଜସ୍ଥାନ: ଭାରତରେ ଏଭଳି ଅନେକ ଅଜବ ଗଜବ ଜିନିଷ ରହିଛି ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗେ । କିନ୍ତୁ ଆଶ୍ଚର୍ଯ୍ୟ କରୁଥିବା ଏହି ଘଟଣା ଗୁଡିକ ସତ ଅଟେ । ଏମିତି ଏକ ଗାଁ ରହିଛି ଯେଉଁ ପୁରୁଷ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ । ଯଦି ସେ ଦ୍ୱିତୀୟ ବିବାହ ନକରନ୍ତି ତେବେ ତାଙ୍କୁ ଛାଡପତ୍ର ଦେବେ…

ବରଫ ମହୋତ୍ସବ : ମାଇନସ ୧୨ରୁ ୨୩ ଡିଗ୍ରି ତାପମାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ

ଚୀନ: ଉତ୍ତର-ପୂର୍ବ ଚୀନ୍‌ର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନ୍‌ଠାରେ ଧୂମ୍‌ଧାମ୍‌ରେ ଆରମ୍ଭ ହୋଇଛି ହାର୍ବିନ୍ ଆନ୍ତର୍ଜାତିକ ବରଫ ଓ ତୁଷାର ମହୋତ୍ସବ । ବିଯୁକ୍ତ ୧୨ ଡିଗ୍ରି ସେଲସିଅସ୍‌ରୁ ୨୩ ଡିଗ୍ରି ସେଲସିଅସ ତାପମାତ୍ରା ଯାଏ ଖସି ଆସୁଥିବା ହାର୍ବିନ୍ ସହରରେ ପ୍ରତି ବର୍ଷ ବିଶ୍ୱର…