Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ରେସ: ମଧ୍ୟପ୍ରଦେଶ-ରାଜସ୍ଥାନରେ ପିଉସୀ-ପୁତୁରା ଆଗରେ

ନୂଆଦିଲ୍ଲୀ:ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ତିନି ରାଜ୍ୟରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ମୋଦିଙ୍କ ନାଁ ଏବଂ ସାମୁହିକ ନେତୃତ୍ୱକୁ ସମ୍ବଳ କରି ନିର୍ବାଚନ ଲଢିଥିଲା । ଏବେ ଫଳଫଳ…

ତୁର୍କିରେ ଭୂ-କମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା

ଅଙ୍କାରା: ପାକିସ୍ତାନ ପରେ ତୁର୍କୀରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରବଳ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ତୁର୍କୀରେ ପୂର୍ବରୁ ମଧ୍ୟ ଏକ ଭୟଙ୍କର ଭୂକମ୍ପ ଘଟିଥିଲା ​​ଯାହା ଦ୍ବାରା ବିପୁଳ ପରିମାଣର ଧ୍ୱଂସ ଘଟିଥିଲା । ଆଜିର ଏହି…

ଚଳନ୍ତା କାର୍ ରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, କଟିଲା ୨୩ ହଜାର ଟଙ୍କାର ଚାଲାଣ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ବର୍ତ୍ତମାନ ଇନଷ୍ଟା ହଉ କି ଫେସବୁକ ରିଲ୍ ତିଆରି କରିବାର ଭୂତ ସମସ୍ତଙ୍କୁ ଘାରିଛି । ପିଲାଠୁ ବୁଢା ଯାଏଁ ସମସ୍ତେ ଏହି ରୋଗରେ ପୀଡିତ । ବିଶେଷ କରି ଯୁବପୀଢି ମାନେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛଉନାହାନ୍ତି । ଏହିପରି ଭାବେ ଅନେକ ଖବର ସାମ୍ନାକୁ ଆସୁଥିବାବଳେ ଆଉ ଏକ…

ମରିବାର ଅଛି ତ ବସ୍ ସାମ୍ନାକୁ ଯାଅ, ମୋ ଦେଢ କୋଟିର କାରପାଖକୁ ନୁହେଁ..ବାଇକ ଆରୋହୀଙ୍କ ଉପରେ ବର୍ଷିଲେ ପୂର୍ବତନ…

ନୂଆଦିଲ୍ଲୀ:ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ବୋହୂ ତଥା ଏଚଡି ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ କ୍ଲିପରେ ଭବାନୀ ରେବନ୍ନା ଜଣେ ବାଇକ ଆରୋହୀଙ୍କୁ ତେଢା ଗଳାରେ କିଛି କହୁଛନ୍ତି । ତାଙ୍କ କଥାରୁ ଯାହା ଜଣାପଡୁଛି, ବାଇକ ଆରୋହୀ…

ଶୀତ ଦିନେ ଫିଟ ରହିବାକୁ କଣ କରିବେ, ଜାଣନ୍ତୁ…

ଭୁବନେଶ୍ଵର: ଶୀତ ଦିନେ ସମସ୍ତେ ନିଜ ଶରୀରକୁ ମେଣ୍ଟେନ କରିବା ଏବଂ ସୁସ୍ଥ ରଖିବା ପାଇଁ ଚାହାନ୍ତି । କିନ୍ତୁ ଥଣ୍ଡା ଯୋଗୁଁ ଖାଦ୍ୟପେୟରେ ଧ୍ୟାନ ନଦେଇ କେବଳ ବ୍ୟାୟମ କରନ୍ତି । ଶୀତ ଦିନେ ଗରମା ଗରମ ଖାଦ୍ୟ ତଥା ତେଲଛଣା ଖାଦ୍ୟ ଖାଇଥାନ୍ତି । ଯାହାଦ୍ଵାରା ସେମାନଙ୍କର ଓଜନ ବଢିଥାଏ । ତେବେ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି; ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାର ଆହୁରି ମଜା ନେବେ ଲୋକେ,  କରାଣ ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।…

ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନୂଆପଡା: ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଥିବା ଏକ ଏଟିଏମକୁ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଖଡ଼ିଆଳ ମିଶନ ନିକଟରେ ଥିବା…

ଆଗ୍ରେସିଭ ମୁଡରେ ଲଢିବୁ, ଲଢେଇ ଜୋରଦାର ହେବ-ମନମୋହନ ସାମଲ

ଭୁବନେଶ୍ବର: ଦେଶର ବିକାଶ ଆଗେଇବ । ସେ ବିକାଶ ସହିତ ଓଡ଼ିଶା ପାଦ ମିଳାଇ ଚାଲିବ । ଓଡିଶା ରାଜନୀତିରେ ୟୁ ଟର୍ଣ୍ଣ ଆସିବ । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଯେପରି ଅକୁଣ୍ଠ ଚିତ୍ତରେ ଭୋଟ ଦେଇ ବିଜେପିକୁ ଦେଲେ ଓଡ଼ିଶାରେ ମଧ୍ୟ ସେମିତି ହେବ । ବିଜେଡି ଯେତେ କହିଲେ ବି ଆଗାମୀ…

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଯାଜପୁର: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ବଡ଼ଚଣା ନିକଟରେ ଟ୍ରକକୁ ପିଟିଲା ଭୁବନେଶ୍ବର ଆସୁଥିବା ଏକ ଘରୋଇ ବସ୍ । ଦୁର୍ଘଟଣାରେ ୧୦ ଆହତ । ୮ ଜଣଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି, ୨ ଜଣଙ୍କୁ କଟକ ସ୍ଥାନାନ୍ତର । ସୂଚନା ଅନୁସାରେ, ନାୟକ ନାମକ ଏକ ଘରୋଇ ବସ୍ ବାଲେଶ୍ଵରରୁ…

ଝଲସୁଛି କୁଆଖାଇ ପଠା, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଦୋଳି ଖେଳି ବାଲିଯାତ୍ରାର ମଜା ନେଉଛନ୍ତି ଭୁବନେଶ୍ଵର ବାସୀ

ଭୁବନେଶ୍ଵର: ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ବେଲୁନ । ତଳେ ବିଛେଇ ହୋଇପଡିଛି ସତେ ଯେପରି ଘାସର ଗାଲିଚା । ସୁନ୍ଦର ସୁନ୍ଦର କୃତିମ ଗଛ, ଫୁଲଦାନୀ ନେବାକୁ ଲାଗିଛି ଲୋକଙ୍କ ଭିଡ । ତା’ ଭିତରେ ଚଟପଟା ଖାଇବର ମଜା । ଇଏ ହେଉଛି ଆମ ରାଜଧାନୀ ଭୁବନେଶ୍ଵରର ବାଲିଯାତ୍ରା ପଡିଆ । ବାଲିଯାତ୍ରା ଆରମ୍ଭ…