Latest Odisha News

BREAKING NEWS

୫ଦିନ ହେବ ନିଖୋଜ ଥିଲେ , ଆଜି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ

କଟକ : ଦୀର୍ଘ ୫ଦିନ ହେବ ନିଖୋଜ ଥିଲେ  । ଆଉ ଆଜି ଛାତ୍ରଙ୍କର ମୃତଦେହ ମିଳିଲା  । ଏମିତି କିଛି ଘଟଣା ଘଟିଛି କଟକରେ । ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମିଳିଛି ମୃତଦେହ  । ମୃତ ଛାତ୍ର ଜଣକ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା ବୋଲି ଜଣାପଡିଛି । ସୂଚନା…

ଶିଶୁ ଦିବସ: ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ

ଭୁବନେଶ୍ଵର: ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ଛୋଟ ପିଲାଙ୍କୁ ଅଜସ୍ର ସ୍ନେହ କରୁଥିଲେ ସେ। ସେଥିପାଇଁ…

ମହାଭାରତ କାଳରେ ପାଣ୍ଡବମାନେ କରିଥିଲେ ପ୍ରତିଷ୍ଠା : ଆଜି ବି ଅକ୍ଷୁର୍ଣ୍ଣ ରହିଛି ଏହି ମନ୍ଦିର..

ନୂଆଦିଲ୍ଲୀ : ଭାରତରେ ଅନେକ ଜ୍ୟୋର୍ତିଲିଙ୍ଗ ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି  । କିନ୍ତୁ ଏହାପଛରେ ଥିବା ରହସ୍ୟମୟୀ କାହାଣୀ ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଜଣା । ଉତ୍ତରପ୍ରଦେଶ ଫାରୁଖବାଦ ଜିଲ୍ଲାରେ ରହିଛି ପାଣ୍ଡେଶ୍ବରନାଥ ମନ୍ଦିର । ମହାଭାରତ କାଳରେ ମାତା…

୨୦ଫୁଟ ବୋରୱେଲରେ ଫସିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

ସୋନପୁର: ସୋନପୁର କଇଁଫୁଲ ଗାଁରେ ଅଘଟଣ । ୨୦ଫୁଟ ବୋରୱେଲରେ ଫସିଲେ ବୃଦ୍ଧା । ବୃଦ୍ଧ ମହିଳା ଜଣଙ୍କ ହେଉଛନ୍ତି ୬୦ ବର୍ଷିୟା ଦୁଃଖୀ ନେଗୀ । ଗତକାଲି ରାତିରେ ଝିଅ ଘରକୁ ଆସିଥିବା ବେଳେ ବୋରୱେଲରେ ପଡିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…

ପୋଷକ ତତ୍ତ୍ବରେ ଭରପୂର ଲାଉ : ଅନେକ ରୋଗ ପାଇଁ ମହୋଷଧି , ଆଜି ହିଁ ଖାଆନ୍ତୁ…

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ଲାଗି ପ୍ରତିଦିନ ବିଭିନ୍ନ ପ୍ରକାରର ଫଳମୂଳ ଓ ପନିପରିବା ଖାଇଥାଉ । ଆଜି ଆମେ ଜାଣିବା ଲାଉ ଖାଇବା ଆମ ଶରୀର ପାଇଁ କେତେ ଲାଭ ଦାୟକ  । ଲାଉ ପାଟିକୁ ପିତା ଲାଗୁଥିବାରୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ  ।…

ଆଜିଠୁ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ: ବ୍ଲକ ଘେରାଉ

ଭୁବନେଶ୍ୱର:ବିଜେଡି ସରକାରର ପିସି କାରବାରକୁ ନେଇ ଗର୍ଜିଛି ବିଜେପି । ଏହାର ପ୍ରତିବାଦରେ ଆଜିଠୁ  ଆରମ୍ଭ କରି ଜନ ଆକ୍ରୋଶ କାର୍ଯ୍ୟକ୍ରମ । ଆଜିଠୁ ବିଜପି ପକ୍ଷରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ…

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର; ଆସନ୍ତାକାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆଜିଠୁ ବଦଳିପାରେ ପାଗ । ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର  । ଏହା କ୍ରମେ ଘନୀଭୂତ ହୋଇ ୧୬ ତରିଖ ବେଳକୁ ଅବପତାର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ  ୧୫ ତାରିଖରୁ ପାଗ ମେଘୁଆ ରହିବ ।  ହାଲୁକା…

ଶିଶୁ କବିତା : ଆମେ ସବୁ ସୁନାଫୁଲ

ବନ୍ଦିତା ଦାଶ  ଭାରତ ଆମର ଘର, ଆମେସବୁ ସୁନାଫୁଲ ହାତରେ ମିଶାଇ ହାତ ଗାଇବା ଏକତା ଗୀତ ଶୁଣିବକି ତୁମେସବୁ କୁହ ଏଥର ଛୋଟିଆ ଆମର ସ୍ଵପ୍ନ ଆମେ ନୋହୁଁ କେହି ଭିନ୍ନ ମନରେ ମିଶାଇ ମନ ଶାନ୍ତିର ବାରତା ଗାନ ହେଉ ଆଜି ଆମ ପାଇଁ ମୂଳ ମନ୍ତର।୧। ଛୋଟ ବୋଲି କହିଦେଇ ଆମକୁ ଏଡ଼ାଇ ଦେଇ…

ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ କୁନି ଝିଅ ସହ ପରିବାରର ୩ ସଦସ୍ୟ

ଧାନବାଦ:ଝାରଖଣ୍ଡ ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ୪ବର୍ଷର ଶିଶୁ ଅଛନ୍ତି । ସମସ୍ତେ ଗୋଟିଏ ପରିବାରର ।  ଏକ  ଦୋକାନରେ ନିଆଁ ଲାଗିଯିବା କାରଣରୁ ଏକାଧିକ ଲୋକ ଫସି ରହିଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ…

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାବି-ଗାଜା ପଟ୍ଟି ଏବେ ହମାସ ନିୟନ୍ତ୍ରଣରୁ ମୁକ୍ତ

ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କୀ ଅତର୍କିତ ଇସ୍ରାଏଲ ଉପରେ ଆକ୍ରମଣ କରିବା ଏବଂ ୫୦୦ରୁ ଅଧିକ ରକେଟ ମାଡ କରିବା ଘଟଣାର ପ୍ରାୟ ଏକମାସ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଦାବି କରିଛନ୍ତି, ହମାସ ଗାଜା ଉପରୁ ସମସ୍ତ ନିୟନ୍ତ୍ରଣ ହରାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…