ଓଡ଼ିଶାରେ ଟାଟା ଷ୍ଟିଲର ଡାଉନ୍ ଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସୁଯୋଗ ଆଲୋଚନା ଚକ୍ର ଆୟୋଜିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଅର୍ଥନୈତିକ ଅଭିବୃଦ୍ଧି ତଥା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ଅନେକ ସକ୍ରିୟ ପଦକ୍ଷେପ ନେଇଛି। ଏହାକୁ ବ୍ୟବସାୟୀ ତଥା ଉଦ୍ୟୋଗୀମାନଙ୍କ ପାଇଁ ପ୍ରଥମ ଆକର୍ଷଣରେ ପରିଣତ କରିଛି। ଷ୍ଟିଲ୍ କ୍ଷେତ୍ରରେ…