Latest Odisha News

BREAKING NEWS

ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ କରାଯାଇପାରେ କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବା ନିମନ୍ତେ ଯୋଜନା କରୁଛନ୍ତି । ଆଇଆଇଟି କାନପୁରକୁ ଏ ନେଇ ଦିଲ୍ଲୀ ସରକାରଙ୍କୁ ସମ୍ପୂର୍ଣ୍ଣ ପ୍ଲାନ ଯୋଗାଇଛନ୍ତି । ଶୁକ୍ରବାର ଦିଲ୍ଲୀ ସରକାର ଏ…

ମୋଦି କହିଲେ ଖଡଗେ ରିମୋଟ କଣ୍ଟ୍ରୋଲରେ ପରିଚାଳିତ, ପ୍ରିୟଙ୍କା ମାରିଦେଲେ ରାମଙ୍କ ତୀର!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଜମୁଛି ପ୍ରଚାର। ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ହେଭିୱେଟ ମାନଙ୍କ ଭିଡ଼ ଜମୁଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଏମପିରେ ଦେଖିବାକୁ ମିଳିଛି। ମୋଦି ଦମୋହ ବିଧାନସଭା କ୍ଷେତ୍ରରେ…

ରାହୁଲ କହୁଥିଲେ ବିଆରଏସ, ବିଜେପିର ‘ବି’ ଟିମ, ମୋଦି କହିଲେ କଂଗ୍ରେସ ‘ସି’ ଟିମ

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଲଢେଇ ଜୋରଦାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର କରିଛନ୍ତି। ପଛୁଆ ବର୍ଗଙ୍କୁ ନେଇ ବିରୋଧୀ ନିର୍ବାଚନରେ ମୁଖ୍ୟ ଅସ୍ତ୍ର କରିବା ସହ ବିଜେପିକୁ ଏ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି। ଦେଶର ଜାତିଗତ ଜନଗଣନା ରିପୋର୍ଟ କାହିଁକି…

ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ଜିଲ୍ଲାରେ ଗତ ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଛି ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପରିପ୍ରେକ୍ଷୀରେ ୧୩୮-ଗୁଣପୁର ଓ ୧୩୯-ବିଷମ କଟକ ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ…

ଅନ୍ୟ ଧର୍ମର ପୁଅ ସହ କଥା ହେବାରୁ ଝିଅକୁ କୀଟନାଶକ ଖୁଆଇ ହତ୍ୟା କଲା ବାପ

ଥିରୁଅନନ୍ତପୁରମ: ରକ୍ଷକ ସାଜିଲା ଭକ୍ଷକ । ଅନ୍ୟ ଧର୍ମର ଜଣେ ପୁଅ ସହିତ କଥାବାର୍ତ୍ତା ହେଉଥିବାରୁ ଝିଅକୁ ଜବରଦସ୍ତ କୀଟନାଶକ ଖୁଆଇ ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳରେ । ଘଟଣାରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ଅଲୁବା ପଶ୍ଚିମ ପୋଲିସ । କେରଳର…

ଷ୍ଟୋକ୍ସଙ୍କ ଶତକ, ନେଦରଲାଣ୍ଡ ସମ୍ମୁଖରେ ୩୪୦ ରନର ଟାର୍ଗେଟ ରଖିଲା ଇଂଲଣ୍ଡ

ପୁଣେ:ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଇଂଲଣ୍ଡ ୩୪୦ ରନର ବିଜୟ ଲକ୍ଷ୍ୟ ନେଦରଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବେନ ଷ୍ଟୋକ୍ସଙ୍କ ଶତକ ବଳରେ ୫୦ ଓଭରରେ ୯ ୱିକେଟ ହରାଇ ୩୩୯ ରନ କରିଥିଲା । ଷ୍ଟୋକ୍ସ ୮୪ ବଲରେ ୧୦୮, ଡେଭିଡ ମଲାନ ୮୭ ଓ କ୍ରିସ ୱକ୍ସ ୫୧ ରନର ଇନିଂସ…

ଭାରତୀୟ ସୀମା ଜଗିବେ ମହୁମାଛି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାକୁ ଏବେ ମହୁମାଛି ଜଗିବେ । ଏ ନେଇ ମିଶନ ହନୀ ପ୍ରକଳ୍ପର ଆରମ୍ଭ କରାଯାଇଛି । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ଏହା ମାଧ୍ୟମରେ ରୋକିହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ମହୁମାଛି…

ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ଆଉ ତିନି ଜିଲ୍ଲାରେ ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଐତିହାସିକ ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ପାଇଁ …

ଦିଲ୍ଲୀରେ ବାୟୂ ପ୍ରଦୂଷଣ ହ୍ରାସ କରିବାକୁ ପରାମର୍ଶ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳର ଲୋକମାନେ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଇଁ ଦିଲ୍ଲୀରେ ନଭେମ୍ବର ୧୦ ପର୍ଯ୍ୟନ୍ତ ସ୍କୁଲଗୁଡିକ ବନ୍ଦ ରଖାଯାଇଛି । ଲୋକଙ୍କୁ ଅଫିସକୁ ଆସିବା ପରିବର୍ତ୍ତେ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି ।…

ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ, ୯ ଗିରଫ

କୋରାପୁଟ: ବିସିଂହପୁର ପୋଲିସକୁ ବଡ ସଫଳତା । ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ କରିବା ସହ ୯ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୧୨ଟି ମୋବାଇଲ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଗତ ଫ୍ରେବୁୟାରୀ ମାସରେ ସ୍ଥାନୀୟ ଭାତପାଇ ଗୁଡା ଗ୍ରାମରେ ଗୋଟିଏ ଦିନରେ ୧୧ ଟି ମୋବାଇଲ…