ଭାଣିଜିଙ୍କ ଡେବ୍ୟୁ ଫିଲ୍ମ ‘ଫରେ’ର ପୋଷ୍ଟର ସେୟାର କଲେ ବଲିଉଡ଼ ଭାଇଜାନ
ମୁମ୍ବାଇ: ବଲିଉଡ଼ରେ ଡେବ୍ୟୁ କରୁଛନ୍ତି ଭାଇଜାନ ସଲମାନ ଖାନଙ୍କ ଭାଣିଜି ଅଲିଜେହ ଅଗ୍ନିହୋତ୍ରୀ। ସଲମାନଙ୍କ ପ୍ରଡକ୍ସନ କମ୍ପାନୀରେ ନିର୍ମିତ ଫିଲ୍ମ ‘ଫରେ’ ସହିତ ଆଲିଜେହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନ ଦେଇଛନ୍ତି ଓଡ଼ିଆ ନିର୍ଦ୍ଦେଶକ। ନିକଟରେ ଫିଲ୍ମର…