ସ୍ୱାସ୍ଥ୍ୟ ବିଭାଗକୁ ଘାରିଲାଣି ବର୍ଷାଦିନିଆ ଫୁଡ୍ ପଏଜନିଂ ଓ ଜଣ୍ଡିସ୍ ଚିନ୍ତା, ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗକୁ ଘାରିଲାଣି ବର୍ଷାଦିନିଆ ଫୁଡ୍ ପଏଜନିଂ ଓ ଜଣ୍ଡିସ୍ ଚିନ୍ତା। ଆଗୁଆ ପଦକ୍ଷେପ ନେବାକୁ ହୋଇଛି ନିର୍ଦ୍ଦେଶ। ଚଳିତ ବର୍ଷ ଠିକ ସମୟରେ ଆସିବ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ। ଏଥର ସ୍ୱାଭାବିକ ସମୟ ମଧ୍ୟରେ ଆସିବ ମୌସୁମୀ। ଏ ନେଇ…