ଶିଳ୍ପା କହିଲେ ବର୍ତ୍ତୁଳାସନର ଫାଇଦା କେତେ…
ମୁମ୍ବାଇ: ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଟ୍ଟୀ। ୫୦ ପାଖାପାଖି ବୟସରେ ବି ସେ ଯେମିତି ଦିଶନ୍ତି, ତାହା ପଛରେ ରହିଛି କଠିନ ପରିଶ୍ରମ ଓ ଯୋଗ। ନିକଟରେ ଶିଳ୍ପା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବର୍ତ୍ତୁଳାସନ (Vartulasan) ର ଚମତ୍କାରୀ…