ପିଏଫ ଆକାଉଣ୍ଟରୁ କେବେ ଏବଂ କେତେ ଟଙ୍କା ଉଠାଇ ପାରିବେ? ଜାଣନ୍ତୁ ଏହାର ନିୟମ…
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଟଙ୍କା ଆବଶ୍ୟକ କରନ୍ତି । ଅନେକଥର ଏଥିପାଇଁ ଆମକୁ ଋଣର ସାହାଯ୍ୟ ନେବାକୁ ପଡିଥାଏ । ଯଦି ଆପଣ ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି, ତେବେ ଆପଣଙ୍କର ପିଏଫ (PF) ପ୍ରତି ମାସରେ ଜମା ହୋଇଥାଏ । ପିଏଫ (PF) ସଦସ୍ୟମାନଙ୍କୁ ଇପିଏଫଓ ପକ୍ଷରୁ ଅନେକ ସୁବିଧା…