Latest Odisha News

BREAKING NEWS

ପଞ୍ଚଭୁତରେ ଲୀନ ହେଲେ ସ୍ବରୂପ ନାୟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ, ମୁଖାଗ୍ନି ଦେଲେ ବଡ ଝିଅ

କଟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି  । ତାଙ୍କ ବଡ ଝିଅ ତାଙ୍ତକୁ ମୁଖାଗ୍ନି ଦେଇଛନ୍ତି  । ଗତକାଲି  ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ର ପରଲୋକ ଘଟିଥିଲା । ସେ  ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ…

ମହୁଆ ମାନିଲେ ସେ ଆଇଡି ସେୟାର କରିଥିଲେ, କ’ଣ ଏବେ ଆକ୍ସନ ନେବେ ମମତା?

ନୂଆଦିଲ୍ଲୀ: ପ୍ରଥମେ ନା ନା । ଆଉ ଏବେ ହଁ.. ମାରିଲେ ଟିଏମସି ନେତ୍ରୀ ମହୁଆ ମୈତ୍ର। ସାଂସଦ ମହୁଆ ଶୁକ୍ରବାର ଦିନ ହିରାନନ୍ଦନୀ ଗ୍ରୁପର ସିଇଓ ଦର୍ଶନ ହିରାନନ୍ଦନୀଙ୍କୁ ତାଙ୍କ ଲୋକସଭା ଲଗଇନ ଆଇଡି ଓ ପାସଓ୍ବାର୍ଡ ବ୍ୟବହାର କରି ପ୍ରଶ୍ନ ପୋଷ୍ଟ କରିବାକୁ ଅନୁମତି ଦେଇଥିବା ସ୍ୱୀକାର କରିଛନ୍ତି।…

ଉଦଯାପିତ ହେଲା ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩

ସୋନପୁର: ଉଦଯାପିତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩ । ପ୍ରଥମ ସଂଧ୍ୟା ଭଳି ଶେଷ ସଂଧ୍ୟା ମଧ୍ୟ ଥିଲା ରଙ୍ଗୀନ । ଲୋକଗୀତ ଓ  ଲୋକନୃତ୍ୟରେ ଦୁଲୁକିଥିଲା ଚୁଡାଖାଇ ମଣ୍ଡପ । ଏକ ରଙ୍ଗାରଙ୍ଗ ପରିବେଶ ସହ ରଙ୍ଗୀନ ଆଲୋକମାଳାରେ ବେଶ ଝଲସିଥିଲା…

ଇସ୍ରାଏଲ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟରୁ ଅନ୍ୟତମ ରକାବା ହମାସ ନିହତ

ତେଲ ଅଭୀବ: ଇସ୍ରାଏଲ ସେନା ଏବେ ଖୋଜି ଖୋଜି ତାଙ୍କ ଉପରେ ଆକ୍ରମଣ କରିଥିବା ହମାସର ପ୍ରମୁଖ ଆତଙ୍କବାଦୀଙ୍କୁ ମାରିବାରେ ଲାଗିଛି । ଶନିବାର ଆଇଡିଏଫ ଦାବୀ କରିଛି ଯେ, ଇସ୍ରାଏଲ ସୀମାରେ ପ୍ରବେଶ କରିଥିବା ପାରା ଗ୍ଲାଇଡର୍ସ ମୂଖ୍ୟ ରକାବା ହମାସଙ୍କ ମୃତ୍ୟୁ ଘଟିଛି । ଏହା ଆମ ପାଇଁ ଏକ ବଡ ସଫଳତା…

ଏମିତି ବି ଆସେ ମୃତ୍ୟୁ : ଚଳନ୍ତା ବସରେ ଡ୍ରାଇଭରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି : ଏମିତି ବି ଆସେ ମୃତ୍ୟୁ  । କଥାରେ ଅଛି  କାହାର ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସିବ ତାହା କହିବା ମୁସ୍କିଲ । ଆଜି ଏମିତି କିଛି ଘଟଣା ସାମ୍ନାକୁ ଆସିଛି  । ଗଜପତି ଜିଲ୍ଲା ଜି.ଉଦୟଗିରି ପାବୁରିଆ ଛକ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବଡ ଦୁର୍ଘଟଣାରୁ…

ନୂଆ ରୂପରେ ରାଜଧାନୀ ପଥ ଉତ୍ସବ, ଫୋକସ୍ ରେ ‘ମୋ ଭୋଟ ମୋ ସମ୍ମାନ’

ଭୁବନେଶ୍ୱର: ପୁଣି ଫେରିଲା ପଥ ଉତ୍ସବ । ଭୋଟର ସଚେତନତା ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ପଥ ଉତ୍ସବ । ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜନ କରାଯାଇଛି ପଥ ଉତ୍ସବ । ଭୁବନେଶ୍ୱର ଜନପଥରେ ଏହି ପଥ ଉତ୍ସବ କରାଯାଇଛି । ରଙ୍ଗୋଲି, ଝୋଟି, ନାଚଗୀତ ସହ କୁଇଜ ଆଦି…

ମିଆଁମାରରେ ଭୟଙ୍କର ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

ନୂଆଦିଲ୍ଲୀ : ମିଆଁମାରରେ ଭୟଙ୍କର ଭୂମିକମ୍ପ । ଆଜି ସକାଳ ୪.୫୩ ମିନିଟରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି  । ଏଥିରେ କେହି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ୩୦ କିଲୋମିଟର…

କେବଳ ତ୍ବଚା ପାଇଁ ନୁହେଁ , ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ ହଳଦୀ..

ନୂଆଦିଲ୍ଲୀ : ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ। କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ। ହଳଦୀ କେବଳ ତ୍ବଚା ପାଇଁ ନୁହେଁ , ଏହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।…

ବିଦେଶ ଯାତ୍ରା ଭିସା ପାଇବା ପାଇଁ ଏଠାକୁ ଆସନ୍ତି ଲୋକ….

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜର ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ଭଗବାନଙ୍କ ଆଶ୍ରୟ ନିଅନ୍ତି । ଅନେକ ମଠ ମନ୍ଦିର ଯାଆନ୍ତି  । କିନ୍ତୁ  ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକେ ବିଦେଶ ଯାତ୍ରା ଭିସା ପାଇବା ପାଇଁ ଆସିଥାନ୍ତି। କଥା ଟା ଶୁଣିବାକୁ…

ହାଙ୍ଗଝୌ ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ: ଭାରତର ପଦକ ସେଞ୍ଚୁରୀ, କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ : ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତ ଇତିହାସ ରଚିଛି । ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି । ୨୬ଟି ସ୍ବର୍ଣ୍ଣ , ୨୯ଟି ରୌପ୍ୟ ଓ ୪୫ ଟି ବ୍ରୋଞ୍ଚ ସହ ପଦ ସଂଖ୍ୟା ଶହେରେ ପହଞ୍ଚିଛି । ସଫଳତା ପାଇଁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…