ମିଚେଲଙ୍କ ଶତକ,ସାମିଙ୍କୁ ୫ ୱିକେଟ: ଭାରତ ସମ୍ମୁଖରେ ୨୭୪ ରନର ଲକ୍ଷ୍ୟ
ଧର୍ମଶାଳା: ଦିନିକିଆ ବିଶ୍ୱକପ କ୍ରିକେଟର ରବିବାର ଅନୁଷ୍ଠିତ ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଡାରେଲ ମିଚେଲଙ୍କ ଶତକ ସହାୟତାରେ ଭାରତ ସମ୍ମୁଖରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା…