Latest Odisha News

BREAKING NEWS

ନିଆରା ପୂଜା: ମୁଣ୍ଡରେ ଝୁଣାଦାନୀ ରଖି ଝୁଣାପାଠ କଲେ ପୂର୍ଣ୍ଣ ହୁଏ ମନସ୍କାମନା

ଭଦ୍ରକ: ସବୁଠି ଚାଲିଛି ମା'ଙ୍କର ନବରାତ୍ର ପୂଜା । ପୀଠରେ ନବମୀ ଓ ମଣ୍ଡପରେ ଚାଲିଛି ଅଷ୍ଟମୀ ପୂଜା । ଦୁର୍ଗା ପୂଜା ଅବସରରେ ଭଦ୍ରକ ସହରର ସ୍ଥିତ ସନ୍ଥିଆ ଓ ନୀଳକଣ୍ଠପୁର ଠାରେ ଏକ ନିଆରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ମା' ଦୂର୍ଗାଙ୍କ…

ମହାଦେବ ବେଟିଂ ଆପ ସ୍କାମ: ୧୯୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ତାଲିକାରେ ୧୪ ଅଭିଯୁକ୍ତ ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିସାରିଛି। ଅନୁସନ୍ଧାନକାରୀ ସଂସ୍ଥା ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ…

ପବିତ୍ର ମହାଅଷ୍ଟମୀରେ ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଉଛି ଇଷ୍ଟଦେବୀ ମା ସୁରେଶ୍ବରୀ

ସୋନପୁର: ଆଜି ମଣ୍ଡପରେ ମାଁଙ୍କ ଅଷ୍ଟମୀ ଓ ପିଠରେ ନବମୀ ପୂଜା ଚାଲିଛି । ଆଜି ଶୁକ୍ଲ ଅଷ୍ଟମୀ ତିଥିରେ ଇଷ୍ଟଦେବୀ ମା ସୁରେଶ୍ବରୀ ମହିଷା ମର୍ଦ୍ଧିନୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ଶୁକ୍ଳ ନବମୀ ତିଥିରେ ଦେବୀ ମା ଧୂମାବତୀ ବେଶ ଧାରଣ କରିବେ । ପୂର୍ବରୁ…

ରାଜ୍ୟକୁ ସ୍ପର୍ଶ କଲାଣି ପହିଲି ଶୀତ, ସେପଟେ ଚିଲିକାରେ ପହଞ୍ଚିଲେଣି ବିଦେଶୀ ପକ୍ଷୀ

ବାଲୁଗାଁ: ରାଜ୍ୟରୁ ଫେରିଛି ମୌସୁମୀ । ଏବେ ଓଡିଶାକୁ ଧୀରେ ଧୀରେ ସ୍ପର୍ଶ କଲାଣି ଶୀତର ପହିଲି ଛୁଆଁ । ଶୀତ ଋତୁର ଆଗମନ ପୂର୍ବରୁ ଏବେ ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ । ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପରିବେଶବିତ ।…

ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ; ଜଣେ ମୃତ, ୪୩ରୁ ଅଧିକ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ । ସମ୍ବଲପୁରରେ ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗାଁରେ ଝାଡାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି ଜିଲ୍ଲା…

ଅଜବ ପରମ୍ପରା, ଭଗବାନଙ୍କୁ ଅର୍ପଣ କରାଯାଏ ମଦ: ଜିଲ୍ଲା ପ୍ରଶାସନ ବି କରୁଛି ଅନୁସରଣ…

ଉଜୈନ୍ : ରାଜା ବିକ୍ରମଦିତ୍ୟଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ଆଜି ମଧ୍ୟ ଜିଲ୍ଲା ପ୍ରଶାସନ ଅନୁସରଣ କରୁଛି। ବିଶ୍ବାସ କରାଯାଏ,  ଯେ ମହାମାୟା ଏବଂ ଦେବୀ ମହାଲୟା ମନ୍ଦିରରେ ମାତା ଦେବୀଙ୍କୁ ମଦ ଅର୍ପଣ କରି ସହରରେ ମହାମାରୀ ବିସ୍ତାରକୁ ଏଡାଯାଇପାରିବ। ପ୍ରାୟ ୨୭ କିଲୋମିଟର…

ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ପ୍ରଶଂସକଙ୍କ ୨୦ ବର୍ଷ ଅପେକ୍ଷାର ଘଟିବ କି ଅନ୍ତ

ଧର୍ମଶାଳା: ଆଇସିସି କ୍ରିକେଟ ଟୁର୍ଣ୍ଣାମେଂଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨୦ ବର୍ଷ ହେବ ବିଜୟ ହାସଲ କରି ନାହିଁ । ଚଳିତ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ କ୍ରମାଗତ ୪ଟି ମ୍ୟାଚରେ ବିଜୟ ହାସଲ କରି ଭଲ ଫର୍ମରେ ରହିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରି ଉଭୟ ଟିମ ଶୀର୍ଷ ସ୍ଥାନ ହାସଲ…

ଭୟଙ୍କର ହେଉଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ: ପୁଣି ଗାଜାରେ ଏୟାରଷ୍ଟ୍ରାଇକ୍, ପାଲେଷ୍ଟାଇନକୁ ମାନବିକ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ଘନେଇବାରେ ଲାଗିଛି ଇସ୍ରାଏଲ ଏବଂ ହମାସ ଯୁଦ୍ଧ । ଏହାରିଭିତରେ ଇସ୍ରାଏଲ ହାମାସ ଉପରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି । ହମାସର ଅଲ-ଅଂସାର ମସଜିଦ ଉପରେ ବୋମା ପକାଇଛି ଇସ୍ରାଏଲ । ତେବେ ଏନେଇ ଇସ୍ରାଏଲ ନିଜର ପକ୍ଷ ରଖି କହିଛି ଯେ, ହମାସ ଯୋଦ୍ଧାମାନେ ଏହି…

ଜୀବନ ନେଉଛି ଗରବା, ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ

ଗୁଜୁରାଟ: ଆରମ୍ଭ ହୋଇଛି ମା’ଙ୍କ ପାର୍ବଣ । ସାରା ଦେଶରେ ଏବେ ଉତ୍ସବର ମାହୋଲ । ଆଉ ଏହାରି ଭିତରେ ବିଭିନ୍ନ ସ୍ଥାନରେ ଚାଲିଛି ଦାଣ୍ଡିଆ ନାଚ । ଲୋକମାନେ ନବରାତ୍ରୀ ପାଳନ କରିବା ସଙ୍ଗେ ସଙ୍ଗେ ଗରବା ଖେଳି ଆନନ୍ଦ ଉପବୋଗ କରୁଛନ୍ତି । କିନ୍ତୁ ଗରବା ନାଚିବା କିଛି ଲୋକଙ୍କୁ ମହଙ୍ଗା ପଡିଛି ।…

ପୁନେରେ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ପୁନେ: ପୁଣି ଦୁର୍ଘଟଣାଗ୍ରସ୍ଥ ହେଲା ଟ୍ରେନିଂ ଏୟାରକ୍ରାଫ୍ଟ । ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ପୁଣି ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ଏନେଇ ପୁନେ…